Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ସକାଳ ଛ ' ଟା। ରାଜ୍ୟ ରାଜପଥରେ ପ୍ରଖର ବେଗରେ ଛୁଟି ଚାଲିଛି ଗୋଟିଏ ମୋଟର ବାଇକ୍ । ଆରୋହଣ କାରୀ ଜଣେ,ବୟସ ମାତ୍ର ଅଠେଇସି,ହୃଷ୍ଟ ପୃଷ୍ଟ, ସୁନ୍ଦର।ପରିଧାନ - ଧଳା ଚେକ୍ ସାର୍ଟ କୁ ନୀଳ ରଙ୍ଗ ର ଜିନ ପ୍ୟାଣ୍ଟ୍।ବାମ ହାତର ମଣୀ ବନ୍ଧରେ ଗୋଟିଏ ...
(ଏହି କାହାଣୀ ଟି ସମ୍ପୂର୍ଣ କାଳ୍ପନିକ । କୌଣସି ଅନ୍ଧବିଶ୍ୱାସ କୁ ପ୍ରଶୟ ଦେବା ଏହାର ଲକ୍ଷ ନୁହଁ ) ଧୂଧୂ ଦିପହରର । ଚାରିଆଡେ ଜନଶୂନ୍ୟ । ମଣିଷ ତ ମଣିଷ ଜନ୍ତୁ ଟାଏ ବି ଦିଶୁନଥାଏ ସେଠାରେ । ବିଲ ହିଡ ଉପର ସରୁ ରାସ୍ତା ରେ ଏକା ...
“ଏ ବଉଳ କାଇଁ ଏମିତି ମୁହଁ ସୁଖେଇ ବସିଛୁ କହିଲୁ । “ଅପେକ୍ଷା କର ଦେଖିବୁ ସବୁ ଠିକ୍ ହୋଇଯିବ । ତୋ ମନର ସୁନ୍ଦରତା କୁ ବୁଝିପାରୁଥିବା ଲୋକଟିଏ ନିଶ୍ଚିନ୍ତ ଆସିବ ତୋ ଜୀବନ ରେ ଟିକିଏ ଅପେକ୍ଷା କର ଖାଲି ...” ରିଧି ନିଜ ବାଲ୍ୟ ...
The golden sweet box ଆଜି ଭାବିଲି ଧାରାବାହିକ ଟାଏ ଆରମ୍ଭ କରିବି... ଆପଣ ମାନଙ୍କୁ କେତେ ଦୂର ଭଲ ଲାଗିବ ଜାଣେନା.. କିନ୍ତୁ ଲେଖିବାର ମୋହ ରୁ ଭି ବର୍ତ୍ତି ପାରୁନି... ଚାଲନ୍ତୁ ଆରମ୍ଭ କରିବା କାହାଣୀ ଟି... ...
******ଜ୍ୟୋତି ****** *1* ଆରେ ତୁ ଅଭୟ ମାଷ୍ଟ୍ରେଙ୍କ ପୁଅ ଅରୁଣ ନା ! ଏମିତି ସଞ୍ଜବେଳଟାରେ କୁଆଡେ ଯାଉଛୁ ? ତୁ ପରା କୋଉଠି ବିଦେଶରେ ଥିଲୁ, କେବେ ଆସିଲୁ? ଦାଣ୍ଡ ...
ବେଦୀ ସଜା ହୋଇଛି।ବିବାହ ର ପବିତ୍ର ଧ୍ୱନି ରେ ସାରା ଜମିଦାର ମହଲ କମ୍ପି ଉଠୁଛି।ଯିଏ ବି ଦେଖୁଛି,ଘଡିଏ ନିରବି ଯାଉଛି।ଆଉ ବାର ବାର କହୁଛି,ଏମିତି ବାହାଘର ସିଏ ନିଜ ଜୀବନ କାଳ ଭିତରେ ଦେଖି ନାହିଁ!!! କନ୍ୟା ବେଶ ଧରି ଝିଅ ଟି ଥିରି ...
ବସ୍ତି ଅଞ୍ଚଳରେ ଦୁଇ ବଖରାର ଆଜବେଷ୍ଟ ଘରଟିଏ। ଘରର ଗୋଟିଏ କୋଣରୁ ଭାସି ଆସୁଛି ଜନୈକ ଟିଭି ଚ୍ୟାନେଲରୁ ସମ୍ବାଦ―ସହରର ଜଣାଶୁଣା ଶିଳ୍ପପତି ସ୍ୱର୍ଗତ ରାଜକୁମାର ଚୌଧୁରୀଙ୍କ ଚର୍ଚ୍ଚିତ ପ୍ରାସାଦ ଚୌଧୁରୀ ମ୍ୟାନସନ୍ ନିକଟରେ ...
ଭାଗ - ୧ ଷ୍ଟେସନ ରୁ ସବୁଜ ସଙ୍କେତ ପାଇଁ ଟ୍ରେନ ଟି ଗଡ଼ିବାକୁ ଆରମ୍ଭ କଲା.....। ଜେନରାଲ ବଗି ରେ ଝରକା ପାଖ ସିଟ ରେ ଏକୁଟିଆ ବସିଥାଏ ମଧ୍ୟବିତ୍ତ ପରିବାରର ୨୨- ୨୩ ବର୍ଷର ଝିଅ ଟିଏ । ଚୁପଚାପ ଗୁମସୁମ ଉଦାସ ଚେହେରା... ହୁଏତ ...
ରାତି ଠିକ୍ ସାଢ଼େ ଦଶ।ଅରୁଣଙ୍କ ପର୍ସନାଲ ନମ୍ୱର୍ କୁ ଏକ ଅଜଣା ନମ୍ୱର୍ ରୁ କଲ୍ ଆସିବା ଦେଖି ଟିକେ ଆଶ୍ଚର୍ଯ୍ୟ ହୋଇଗଲେ ଅରୁଣ। ଦେଶ ଛାଡ଼ି ଆମେରିକାରେ ରହିବାର ସାତ ବର୍ଷ ହୋଇ ଗଲାଣି। ଏହା ଭିତରେ କାହା ...
କାହାଣୀ ଗୋଟେ ରାତିର | ଭାଗ.... ଏକ| ଅଙ୍କାବଙ୍କା ପାହାଡିଆ ରାସ୍ତାରେ ବସ୍ ଟି ସର୍ପଳ ଗତିରେ ଆଗେଇ ଯାଉଥିଲା | ଚତୁଃର୍ଦ୍ଦିଗ ର ସୌନ୍ଦର୍ଯ୍ୟ ଖୁବ୍ ଆକର୍ଷଣୀୟ ଓ ମନୋରମ | ବଡ଼ ବଡ଼ ପାହାଡ଼ ଗୁଡିକ ମୁଣ୍ଡ ଟେକିକି ଯେପରି ନୀଳ ଆକାଶକୁ ...
ଏହା ମୋର ପ୍ରଥମ ଧାରାବାହିକ କାହାଣୀ । କାହାଣୀଟି ସମ୍ପୁର୍ଣ୍ଣ ଭାବେ କାଳ୍ପନିକ । ଆଶାକରେ ଆପଣ ସମସ୍ତଙ୍କୁ ପସନ୍ଦ ଆସିବ। ମତାମତ ଦେବାକୁ ଅନୁରୋଧ। ଆପଣଙ୍କ ମତାମତ ମୋତେ ଅଧିକ ଲେଖିବାକୁ ପ୍ରେରଣା ଦେବ। ...
' ପ୍ରେମ ' !! 💗 ଏହି ଶବ୍ଦ ସହ ସମସ୍ତେ ପରିଚିତ ଥିଲେ ମଧ୍ୟ ଏହାର ଅର୍ଥ ସମସ୍ତଙ୍କ ପାଇଁ ଭିନ୍ନ |ଏହାର ଅନୁଭବ ମଧ୍ୟ ଭିନ୍ନ |କାହା ପାଇଁ ପ୍ରେମ ମରୁଭୁମୀର ବର୍ଷା ପରି ହୋଇଥିବା ବେଳେ ଆଉ କାହା ...
ଘର ନିକଟରୁ ଆଖୁ କିଆରୀ ପ୍ରାୟ ଦେଢ଼ କିଲମିଟର ହେବ ।ସେଦିନ ମୁ ଓ ମୋ ସାଙ୍ଗ ଆଖୁ କିଆରୀ ରେ ପାଣି ମଡେଇବା ନିମନ୍ତେ ବାହାରି ପଡିଥିଲୁ । ରାତିରେ ସହଜରେ ବିଦୁତ୍ ଚୋରି କରିହେଉଥିବାରୁ ଆମେ ପ୍ରାୟେ ସବୁ ସମୟରେ ରାତିରେ ପାଣି ମଡେଇବା କୁ ...
~~ ବିନୋଦିନୀ ମ୍ୟାଡ଼ାମ ~~ ~~ଆରମ୍ଭ ~~ ବିଦ୍ୟାଳୟ ପ୍ରାଙ୍ଗଣ,,,,,...... ଶୋକାକୁଳ ପରିବେଶ ଭିତରେ ସବୁ ପିଲା ନିରବରେ ଏକ ଧାଡିରେ ଛିଡା ହୋଇଛନ୍ତି,,,,, ସବୁ ସାର ଏବଂ ମ୍ୟାଡ଼ାମ ତଳକୁ ମୁହଁ ପୋତି ଛିଡା ହୋଇଛନ୍ତି l ଏତିକି ...
ସମ୍ପର୍କ ର ଭିନ୍ନ ମୋଡ ପ୍ରଥମ ଭାଗ ହେ କିଏ କଉଠି ଅଛ ଦଉଡି ଆସ, ହରିପୁର ଗ୍ରାମ ଜମିଦାର ଙ୍କ ଝିଅ ପାଣି ରେ ଵୁଡି ଯାଉଛନ୍ତି। ତାଙ୍କୁ କିଏ ଉଧାର କର.... ରାଧା ମା ଙ୍କୁ କିଏ ଉଧାର କର। ହଠାତ୍ ରାମପୁର ଗ୍ରାମ ର ରାଜୁ ପାଣି କୁ ଡେଇଁ ...