Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ସମ୍ପର୍କ ଏମିତି ଅଦୃଶ୍ଯ ବନ୍ଧନ ଯାହାକି ଅଚିହ୍ନା, ଅପରିଚିତ ବ୍ଯକ୍ତିତ୍ୱଙ୍କ ମଧ୍ୟରେ ନିମିଷକେ ଯୋଡି ହେଇଯାଏ ଜନ୍ମ ଜନ୍ମାନ୍ତର ପାଇଁ । ଇଶ୍ବର ନିର୍ମିତ ବନ୍ଧନରେ ଛନ୍ଦି ହୋଇଥାନ୍ତି ପ୍ରାଣପକ୍ଷୀ ଦୁଇ ଅଜାଣତରେ, ସବୁ ...
ସମୟ ସକାଳ ୫ ଟା।ଲ୍ୟାଣ୍ଡ ଫୋନ ଜୋର ଜୋରରେ ବାଜୁଥାଏ।ଘରର ବୋହୁ,କବିତା ଫୋନଟା ରିସିଭ କଲେ।ଆଉ କଥାଟା ଶୁଣି ବହୁତ ଖୁସି ହେଇଗଲେ।ଘରେ ପାଟି କରି ସମସ୍ତ ଙ୍କୁ ଖୁସି ଖବର ଟା ଜଣେଇଲେ।କଥାଟା ଶୁଣି ସମସ୍ତଙ୍କ ମୁଖରେ ହସ ଆସିଗଲା ।ସମସ୍ତେ ...
ଶ୍ରଦ୍ଧେୟ ପାଠକ ପାଠିକା ମାନେ ~~~~~~~~~~~~~~~~~~~~~~~ ଏହି କାହାଣୀ ଟି ଏକ ପାରିବାରିକ ହାସ୍ୟରସାତ୍ମକ କାହାଣୀ | କାହାଣୀ ର ନାୟିକା ସାଜିଛି ଗାଁ ର ଅପାଠୋଇ ଝିଅଟିଏ କାଞ୍ଚନ |ସୌଭାଗ୍ୟ ଯୋଗ ରୁ ସେ ...
ସବୁଦିନ ସମାନ ଯାଏ ନାହିଁ। ସବୁ ସ୍ୱପ୍ନ ସତ ହୁଏ ନାହିଁ। ଆଶା ନେଇ ମଣିଷ ବଞ୍ଚିବାର ସ୍ୱପ୍ନ ଦେଖେ। ଆସନ୍ତାକାଲିର ସୂର୍ଯ୍ୟଙ୍କୁ ଅପେକ୍ଷା କରି ରାତି ପୁହାଇ ଦିଏ। ସ୍ୱପ୍ନ ହିଁ ମଣିଷ ମନରେ ବଞ୍ଚିବାର ପ୍ରେରଣା ଭରିଦିଏ, ସ୍ୱପ୍ନ ...
ମୋର ଏ କାହାଣୀ ଗୋଟେ ଝିଅ ର ହସ ,ଦୁଃଖ, ସଂଘର୍ଷ ର।ଦୁଃଖ, ସୁଖ, ପ୍ରେମ, ବିଛେଦ,ମିଳନ ,କମେଡି ସବୁକିଛି ଫୁଟେଇବାକୁ ଚେଷ୍ଟା କରିଛି ଏ କାହାଣୀ ରେ ।ଆଶା ଆପଣ ମାନଙ୍କୁ ଭଲ ଲାଗିବ। ସେଦିନ ଥିଲା 1997 ମସିହା ଜୁଲାଇ ମାସ 17ତାରିଖ ...
‘ ତୁ କହନା ମିନି! ମୁଁ ଏଠି ଯୋଉ ଦହଗଞ୍ଜ ହେଉଛି!! ବାହା ହେବା ଦିନ ଠାରୁ ମୋ ଜୀବନରେ ଶାନ୍ତି ନାହିଁ । ଖାଲି ୟା’ ସେବା ତା’ସେବା କରି କରି ମୋ ଦିନ ଯାଉଛି । ଆଉ ମୁଁ ଏଞ୍ଜୟ କ’ଣ କରିବି?’ ନିଜର ଅତି ଘନିଷ୍ଠ ସାଙ୍ଗ ମିନିକୁ ମନ ଦୁଃଖରେ ...
କୋର୍ଟର କାଠ ଗଡ଼ାରେ ଦୋଷୀ ସାଜି ଛିଡ଼ା ହୋଇଛି "ବିକ୍ରମ" । ଆଖିରେ ଅନୁତାପର ଲୁହ, ହୃଦୟରେ କୋହ, ମନରେ ଗଭୀର ଗ୍ଲାନି....! ହେଲେ ସବୁ ଶେଷ !! କିଛି ଭୁଲ ନ କରି ମଧ୍ୟ ସମାଜ ଆଗରେ ଦୋଷୀ , ପରିବାର ଆଗରେ ଦୋଷୀ !! ଜୀବନର ...
ସେଦିନ କିଟି ସଜେଇ ହେଇ ବସିଥାଏ,ନାଲି ରଙ୍ଗର ଓଢଣୀ ସାଙ୍ଗକୁ ନାଲି ଲିପିଷ୍ଟିକ ଭାରି ମାନୁଥାଏ ତାକୁ।ପୁଣି ଗଭାରେ ରାଜନିଗନ୍ଧାକୁ ଗୋଲାପ ଖଞ୍ଜି ଖୋଷା କରିଥାଏ। ପାର୍ଲର ଯାଇ ଖୁବ ସୁନ୍ଦର କରି ସଜେଇହୋଇଥାଏ। ପରିଟିଏ ପରି।ଆଉ ଅଳ୍ପକିଛି ...
🌹 ମୋ ସୁନା ବୋହୁ 🌹 କାହାଣୀ ଟି ମୋର ପ୍ରଥମ ଲେଖା।ଏହା ଆପଣ ମାନଙ୍କ ମନକୁ ଏତେ ମାତ୍ରାରେ ଛୁଇଁ ପାରିଛି ଜାଣି ଭାରି ଖୁସି ଲାଗୁଚି। ଆପଣ ମାନଙ୍କ ପ୍ରୋତ୍ସାହନ ମୋର ପ୍ରେରଣା। ମୋ ସୁନା ବୋହୁ ର ଅପୂର୍ବ ସଫଳତା ପରେ ଆପଣ ମାନଙ୍କ ଅନୁରୋଧ ରେ ...
©✒️ ଅନନ୍ତ ମହାରଣା ଶାନ୍ତ ସରଳ ସ୍ୱଭାବର ଝିଅଟିଏ।। ରୂପରେ ଯେମିତି ଗୁଣରେ ବି ସେମିତି।। ଗୋଟିଏ ଚାଉଳରେ ଗଢ଼ା କହିଲେ ଚଳେ।। ଭାରି ମେଳାପି, ସମସ୍ତଙ୍କ ସହିତ ମିଶିଯାଏ।। କଥା କହି ସମସ୍ତଙ୍କୁ ନିଜର କରିନିଏ।। ତା କଥା ଶୁଣିଲେ ଭୋକିଲା ...
**ଅକୁହା କଥା ** ----------------------- ( ମନୋରମା ମିଶ୍ର) ( ଭାଗ :-- 1 ) ( ପାଠକଙ୍କୁ ପଦେ---- ଏହା ପୂର୍ବରୁ ମୋ ଦ୍ଵାରା ରଚିତ ଉପନ୍ୟାସ \" ବେଶ୍ୟା \" ଓ ଧାରା ବାହିକ କାହାଣୀ \" ବଉଳ \" ଅପୂର୍ବ ସଫଳତା ପରେ , ଲେଖନୀ ଖୁବ୍ ...
【 ଭାଗ -୧ 】 ସକାଳୁ ସକାଳୁ ଚା" ପିଉ ପିଉ , ଘରଣୀ ଆସି ବୋହୂ ଦେଖି ଯିବାର ପ୍ଲାନ କଥା କହିଲେ । ମା" କେତେ ଥର ଆଗରୁ କହିଲେଣି , ରାମ ପାଇଁ ଭଲ ଝିଅ ଟିଏ ସମୟ କାଢି ଦେଖି ଆସିବା ପାଇଁ । ଅନେକ ଆଡୁ କେତେ ପ୍ରସ୍ତାବ ଆସୁଛି । ହେଲେ ମୁଁ ବା ...
ଆରେ ନ ଟା ବାଜିଲାଣି ପରା, ଶୋଇଚୁ କଣ, ଉଠିବୁନି କି! କାଲି ସକାଳେ ଯେତେେଳେ ବୋହୂ ହେଇ ପର ଘର କୁ ଯିବୁ, ସେଠି ଏତେବେଳ ଯାଏ ଶୋଇଲେ ଚିଆଁ ଦେଇ ଘରୁ ବିଦା କରି ଦେବେ ଯେ ଅଖା ଧୋଉଥିବୁ ଗୁଣ ଗାଉଥିବୁ। ଏମିତି ସକାଳ ପହରୁ ଗର ଗର ହେଉଥିଲେ ...
କଳଙ୍କିତ ଚାନ୍ଦ ଭାଗ-- ୧ ସକାଳୁ ସକାଳୁ ବିନୋଦ ବାବୁଙ୍କ ଘରୁ ହୁଳହୁଳି , ଶଙ୍ଖଶବ୍ଦ ଶୁଣି ମୁଁ ଜାଣିଗଲି ଯେ ତାଙ୍କ ସାନବୋହୁ ଆସିଗଲା। ଆମ ପଛପଟ ଲେନ୍ ରେ ତାଙ୍କ ଘର। ବିନୋଦ ବାବୁ ଓ ତାଙ୍କ ସ୍ତ୍ରୀ ଅମିତା ବାର୍ଦ୍ଧକ୍ୟରେ ଆସି ଉପନୀତ ...
ଫଗୁଣ ସ୍ପର୍ଶ କରିଥାଏ ଧରାକୁ। ଶୀତର ପ୍ରକୋପ ହ୍ରାସ ପାଇ ଗ୍ରୀଷ୍ମର ଉଷ୍ମତା ଆରମ୍ଭ ହୋଇ ଯାଇଛି । ଅସ୍ତଗାମୀ ରବିଙ୍କ ତେଜ ଧୀରେ କମି ପୃଥ୍ବୀକୁ ଶୀତଳ ସମୀର ଆଗମନ କରିଛି । ଦିନବସାନ ପରେ ନିଜ କର୍ମମୟ ଜୀବନରୁ ...