Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ମା ଆଉ ଗୁରୁମା ତାରାତାରିଣୀ ମନ୍ଦିରରୁ ଟିଉସନ ପିକନିକ ସାରି ଘରେ ପହଞ୍ଚିଲା ବେଳକୁ ରାତି ଦଶଟା। ମୋତେ ଅପେକ୍ଷା କରି ଘରେ କେହି ଶୋଇ ନାହାନ୍ତି, ଡେରି ବି ସେମିତି ରେ ବହୁତ ହେଇ ଯାଇ ଥିଲା। ମୁଁ ପହଞ୍ଚି ...
ଅଛେଦ୍ୟ, ଅଭେଦ୍ୟ, ଅଦୃଶ୍ୟ, ଅଗମ୍ୟ – ତଥାପି ଅଲଭ୍ୟ – ବ୍ରହ୍ମ ପରି, ଇଦାନାଂ ମଣିଙ୍ଗ୍ୱାକ ବା ପ୍ରାତଃଭ୍ରମଣ ସହରୀ ମଣିଷଙ୍କ ପାଇଁ ଢ଼େର ସମ୍ଭାବନାମୟ । ବ୍ରହ୍ମ ଅନ୍ୱେଷଣ କଲେ କେତେ ପ୍ରକାର ସିଦ୍ଧି ମିଳେ ତାହା କଳନା କରିବା ଯେମିତି ...
ବାଉରିସାହିକୁ ଛାଡ଼ିଦେଲେ, ସାଆନ୍ତରାପୁର ଗାଁର ଆଉ ସବୁ ଜାତିର ଲୋକମାନଙ୍କର ପଥର ତିଆରି ଘର । କାହାଘର ବାପା ଗୋସବାପ ଅମଳର ତ, କେହି ଯୋଗ୍ୟ ସନ୍ତାନ ନିଜ ଅମଳରେ ଗଢ଼ିଛି । ଏଠି ତ କାନ୍ଥ ପଥର । ଚଟାଣ, ପିଣ୍ଡା, ଅଗଣା, ଚଉଁରା, ଚଉତରା. . ...
A cute love story ଭଲପାଇବା କଣ?ଜଣ ଙ୍କ ମନରେ ଆଉ ଜଣ ଙ୍କ ପ୍ରତି କିଛି ଅଜଣା ଭାବନା କୁ କଣ ଭଲପାଇବା କୁହାଯାଏ କି?ଭଲପାଇବା ଅର୍ଥ ସମସ୍ତେ ସମସ୍ତ ଙ୍କୁ ଭଲ ପାଇପାରିବେ।ଯୋଉ ଟା କୁ ପରିବାର ର ପ୍ରେମ କୁହାଯାଏ।କିନ୍ତୁ ଏବେ ଆଉ ସେ ...
ଶୈଶବ ସତରେ ସବୁଠୁ ନିଆରା। ଆଉ ସେ ବେଳ ର ଦୁଷ୍ଟାମି ସବୁଠୁ ମିଠା। ଶୈଶବ ର ଖଟା ମିଠା ସ୍ମୃତି ହିଁ ନୂତନ ଭବିଷ୍ୟତ ପାଇଁ ପଥ ପରିଷ୍କାର କରେ। ଆଜି ର କାହାଣୀ ମୋ ନିଜର ଅଂଶ ବିଶେଷ। ମୁଁ ...
-------- ମନରୁ ଏବେବି ଯୁବକ---- ମନୁଷ୍ୟର ଶରୀରରେ ଇନ୍ଦ୍ରିୟ ଦେଇ ଭଗବାନ୍ ପଠାଇ ଛନ୍ତି ।ସେହି ଇନ୍ଦ୍ରିୟ ଗୁଡିକୁ ସଠିକ୍ ପରିଚାଳିତ କରିବା ପାଇଁ ମନ ବା ବିବେକ ବୋଲି କ'ଣ ଗୋଟିଏ ମଧ୍ୟ ଦେଇଛନ୍ତି ।ସେହି ମନ ଆଉ ବିବେକକୁ ନିୟନ୍ତ୍ରଣ ...
ବିବେକ ବାବୁ ଓ ରମା ଦେବୀ ଙ୍କ ଅଳି ଅଳି ଗୋଟିଏ ଝିଅ ଗିତା । ଦେଖି ବାକୁ ଯେମିତି ସୁନ୍ଦର ଗୁଣରେ ମଧ୍ୟ ସେତିକି ସୁନ୍ଦର । ସଭିଙ୍କର ଅତି ପ୍ରିୟ ଓ ଗେହ୍ଲା ।ଘରେ ସମସ୍ତେ ତାକୁ ବହୁତ ଭଳ ପାଆନ୍ତି । ସ୍କୁଲରେ ଗିତା ଭଲ ପାଠ ପଡୁଥିବାରୁ ତାକୁ ...
ଗପ ହେଲେ ବି ସତ : ତନୁତୀର୍ଥ (ତନୁତୀର୍ଥ ଗଳ୍ପ ସଂପର୍କରେ) - ଇଂ ଚକ୍ରଧର ମହାନ୍ତ ମୋର 'ତନୁତୀର୍ଥ' ଗଲ୍ପ ଏକ ବହୁଳ ପ୍ରସାରିତ ଓ ପ୍ରଚାରିତ ଗଳ୍ପ ! * ତକୀଖାଁଙ୍କ ସମୟ ପ୍ରାୟ ୧୭୩୩ ମସିହା ବୋଲି ଗବେଷକ ମାନେ କହନ୍ତି ! (୧) ଏହାର କାହାଣୀ ...
ରାତି ର ଶୁନଶାନ ଗଳି ର ସେଇ ଶେଷ ଝୁମ୍ପୁଡି ଘର ଟି ରୁ ଥରେ ଥରେ ମାଉଥ ଅର୍ଗାନ ର ବିଳାପୀତ ସ୍ୱର ଭାସି ଆସେ । ମୋ କାନ ରେ ପଡେ ।ମୁଁ ବିହ୍ଵଳ ହୋଇଯାଏ ଆଉ ହୃଦୟ ଭିତରେ ଅସହାୟତା ମାଡିବସେ ।ଆଃ ....କି କରୁଣ ମୂର୍ଚ୍ଛନା । ସତ ରେ ...
ଅଲୋଡ଼ା ଶ୍ୟାମରଞ୍ଜନ ବାବୁଙ୍କୁ ବହୁତ ଦିନ ପରେ ଦେଖିଲି । ବୟସ ହେବ ଷାଠିଏ ଉପରେ । ବାଳ ସବୁ ପାଚି ଧଳା ଦିଶୁଛି । ଗୋରା ଚେହେରା ଏବେ ମଳିନ ପଡି ଯାଇଛି । ସେ ବହୁତ ଚେହେରା ଵାଲା ଲୋକ । ସରକାରୀ ଚାକିରିରୁ ଅବସର ନେବା ପରେ ମଧ୍ୟ କେବେ ...
ମୁଁ କିଏ ? ବ୍ୟକ୍ତି- ତୁମେ କିଏ? ବାଳକ-ଶ୍ରୀ ସନ୍ତୋଷ ଦାସ ଙ୍କ ପୁଅ ବ୍ୟକ୍ତି- ସନ୍ତୋଷ ,ହେଲା ତୁମ ପିତା ଙ୍କ ନାମ , କିନ୍ତୁ ତୁମେ କିଏ? ବାଳକ - ଦେବାଶିଷ ର ଭାଇ ବ୍ୟକ୍ତି- ଦେବାଶିଷ ତୁମ ...
ତୁଳସୀ ଚୋର ସକାଳୁ ସକାଳୁ ଉଠି ଚୌରା ମୂଳେ ବୃନ୍ଦବତୀ ମାଆଙ୍କୁ ହାତ ଯୋଡି ମୁଣ୍ଡିଆଟିଏ ମାରିବା ବେଳକୁ ସେବତି ଆଇ ଦେଖନ୍ତି ଖାଲି ଚଉରଟା ଅଛି ବୃନ୍ଦାବତୀ ମା ଉଭାନ।ଏଏଁ ସନ୍ଧ୍ୟାରେ ସନ୍ଧ୍ୟାବତୀ ଦେଇ ଧୂପଦୀପ ଜାଳି ପୂଜା କରିଥିଲି। ସକାଳୁ ...
ସେ ଠିକ୍ ଜାଣେ ଦିନେ ସନ୍ଧ୍ୟାରେ, ବାହାରର ଆଲୁଅଟା ଜଳେଇବାକୁ ବାହାରି କବାଟ ଖୋଲି ଦେଖେତ, ବିରାଟକାୟ ଧଳା ରଙ୍ଗର ବଳଦ ଗୋଟେ ଦୁଆର ମୁହଁରେ ଠିଆ ହୋଇଛି!!, ଚମକି ପଡ଼ିଲି ! ସେ ବି ଡ଼ରି ପଛକୁ ହଟିଗଲା । ଦିନରେ ଏଇ ବଳଦଟା ବାଡ଼ିରେ ପଶି ...
ଗୋଟିଏ ନଗରୀରେ ସାଗରଦତ ନାମକ ଏକ ବଣିକ ବାସ କରୁଥିଲେ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିଲା । ଦିନେ ବଣିକ ପୁତ୍ର ଗୋଟିଏ ପୁସ୍ତକ ଏକ ଶହମୁଦ୍ରା ଦେଇ କିଣି ଆଣିଲେ । ଏହି ପୁସ୍ତକ ମଧ୍ୟରେ କେବଳ ଗୋଟିଏ କଥା ଲେଖାଥିଲା । ‘ତୁମର ଯାହା ...
ଏଥର ଖୁସି ତ..!! ତ୍ରାହିମାମ୍.. ତ୍ରାହିମାମ.. ଡାକରେ ଆଖି ଖୋଲି ଦେଖିଲେ ଶ୍ରୀହରୀ..ହାତ ଯୋଡ଼ି ସ୍ତୁତି କରୁଥିଲେ ବ୍ରହ୍ମା, ଯମ ଏବଂ ଚିତ୍ରଗୁପ୍ତ..!! "ପ୍ରଭୁ.."ଉଦବିଗ୍ନ ହୋଇ ବ୍ରହ୍ମା କହିଲେ "ଯମଦେବ ଭୁଲ୍ କରି ପକାଇଛନ୍ତି ପ୍ରଭୁ..!!" ...