Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
କରୋନା ********** "କି କଲୁ କରୋନା ,!ତୋ' ପାଇଁ ଭାଲେଣି କୋଉଠି ବିଜେ ତୋହର ? ସଂସାର ଭୟରେ ଉଚ୍ଛନ୍ନ ହେଲାଣି ଏ କିବା ନ୍ୟାୟ , ଧର୍ମର ?" "ଚୀନ ଦେଶଠାରୁ ହୋଇଲୁ ଜାତ ତୁ' କେଉଁରୂପେ କୁହ ବାରେ ?" "ନାନା ଜନେ ନାନା ମତ ବାଢୁଛନ୍ତି ...
ବାହାଘର ✒ କବିତା କାନୁନଗୋ 'ବାହାଘର' -କ'ଣ କେବଳ ଚାରିଟି ଆଳଙ୍କାରିକ ଅକ୍ଷର ବିଶିଷ୍ଟ ଶବ୍ଦଟିଏ ? ନା, ଗୋଟିଏ ସେତୁ ? ହଁ, ସତରେ ବାହାଘର ଗୋଟିଏ ମଜବୁତ ସେତୁ ତିଆରି କରେ। ସେଇ ସେତୁ-- ଦୁଇଟି ହୃଦୟକୁ ଯୋଡି ଦିଏ ଜନ୍ମ ...
ଜୀବନ ର ସବୁ ମୁହୂର୍ତ୍ତ ସବୁ ଦିନ ପାଇଁ ମନରେ ଛାପି ହେଇ ଯାଇ ଯାଏ କିନ୍ତୁ କିଛି ଲିଭି ଯାଏ ତ କିଛି ରହି ଯାଏ।ବେଳେ ବେଳେ ଏହି ଛୋଟ ମୁହୂର୍ତ୍ତ ଭି ସବୁ ଦିନ ପାଇଁ ମନ ଭିତରେ ଘର କରି ରହି ଯାଏ।ମୋର ଜୀବନ ର ସେମିତି କିଛି ମୁହୂର୍ତ୍ତ ...
ଏମିତି ବି ଏକ କାହାଣୀ ଥାଏ ନା ସେ କାହାଣୀ ଟେର ନା ସମାଜ ପାଇପାରେ ନା ସରକାର l ଅଦିନିଆ ଝଡ଼ ରେ ଲିଭି ଯାଇ ଜୀବନ ଦୀପ l ସମୟ ର କରାଳ ସ୍ରୋତ ରେ ଭାସି ଯାଏ ଭାବନା ର କୁଟା ଖିଅ ସବୁ l ମିତାଲି ର ପୋଷ୍ଟିଙ୍ଗ ଗତ ବର୍ଷ ହୋଇଛି ଏଇ ରାଉରକେଲା ...
କାହାଣୀ::: ଭୂତ👹 ମୂଳ ହିନ୍ଦୀ ::: ✍️ମୁନସୀ ପ୍ରେମଚାନ୍ଦ୍ ( ନୱାବ୍ ରାୟ) 📖:::: ଭୂତ୍ ଅନୁବାଦ:: ✍️by me ****** ( ଆପଣ ମାନଙ୍କୁ ବହୁତ ଭଲଭାବେ ଧନପତ୍ ରାୟ ଶ୍ରୀବାସ୍ତବ ଙ୍କ ବିଷୟ ରେ ଜଣା ଥିବା ..ତାଙ୍କର ବହୁତ୍ ପ୍ରସିଦ୍ଧ ଉପନ୍ୟାସ ...
ଏ ବିଶ୍ବକୁ ଏ ଦେଶକୁ ମହାଶିକ୍ଷା ଦେଲା କରୋନା, କେଉଁ ଭୂତାଣୁ ରୁ ଜନମ ତାହାର ଆଜିଯାଏ କିଏ ଜାଣେନା । ଅର୍ଥ ମେରୁଦଣ୍ଡ ଭୂଷୁଡି ପଡୁଛି ରୋଗ ଦିନୁ ଦିନ ଆହୁରି ବଢୁଛି ସମସ୍ତଙ୍କ ମନେ ଭୟ ସଂଚରୁଛି ମହାଶିକ୍ଷା ଦେଲା କରୋନା ,ଅସତର୍କ ଆଉ ...
ସନ୍ଦେହର ନଗ୍ନଚିତ୍ର ***************** ଟିଭି ଧାରାବାହିକ ସବୁ ଗୋଟେ ପ୍ରକାର ,ସେଇ ଶାଶୁ, ବୋହୂ ଘରୋଇ କଳି, ପ୍ରେମ ପ୍ରତିହିଂସା,ଛଳନା | ଯେତକ ଘରଭଙ୍ଗା କଥା ଧାରାବାହିକ ସବୁ ଟ୍ରେନିଂ ସେଣ୍ଟର ଖୋଲି ବସିଛନ୍ତି ଯେମିତି | ଆରେ ବାବୁ କିଛି ...
ନୀରବ ରାତିର କୋହ ............................. ନୀରବ ରାତିର ଛାତିରେ ଏ ସାରା ଦେଶ ଟା ଲକଡାଉନ ହେବା ପରେ ଶୀତେଇ ଉଠିଲା ଦେହ ଛାତିରେ ଜମାଟେ କୋହ ରାସ୍ତା ଘାଟ ସବୁ ଶୁନସାନ ଗାଡି ମୋଟର ସବୁ ଉଭାନ କରୋନା ଭାଇରସ୍ ଡରରେ ପୁଞ୍ଜିପତି ଯେତେ ...
ସପ୍ରଥମେ ମୁଁ କହି ରଖୁଛି ,ମୋ ଶଶୁର ହେଲେ ପାଁଚ ଭାଇ, ସମୟ କ୍ରମେ ସମସ୍ତେ ବାହାତୋଳା ହୋଇ ସମସ୍ତଙ୍କ ସଂସାର ବଢିଲା । ପରିବାର ର ଝିଅ ମାନଙ୍କର ବାହାଘର ହେଇଗଲା । ପୁଅମାନେ ବାହା ହେବା ପରେ ଅଧିକ ଯାଗାର ଆବଶ୍ୟକ ପଡିଲା, ତେଣୁ ଗାଁ ମୁଣ୍ଡ ...
ସ୍ୱାଧୀନତା କଣ ଆଜି ନିରର୍ଥକ ? ମାେ ମନ ବ୍ୟାକୁଳ ସଦା ଚିନ୍ତାଶୀଳ ଏ ସାରା ଦୁନିଆଁ ପାଇଁ ବନ୍ଦୀ ଯେ ମୁଁ ମଣଇ ନିଜକୁ ସ୍ୱାଧୀନତା ମୋର କାହିଁ। ମୁକ୍ତ ଗଗନେ ଉଡିବାକୁ ଚାହେଁ ମନ ମୋ ବିହଙ୍ଗ ସାଜେ ଶରୀର ସ୍ଵାଧୀନ ମନ ପରାଧୀନ ଲୋତକେ ମାେ ମନ ...
ସ୍ବପ୍ନ ଅପରାହ୍ନର *************** ବୟସର ଅପରାହ୍ନରେ ମନଖୋଜେ ବିତେଇଦେବାକୁ ବାକିଥିବା ଦିନ ଗୁଡ଼ିକ ପିଲାବେଳ ସାଙ୍ଗସାଥୀ ସାଥେ ଇଛାହୁଏ ପୁଣି ଜୀଇଁବାକୁ ସେହି ପୁରୁଣା ଅତୀତ ଯେଉଁଠି ନା ଥିବ କିଛି ନୀତି ଓ ନିୟମ ମୁଁ ନିଜେ ଥିବି ...
-------ଆଶାର ଫୁଲ------- ଝଡ ଚାଲିଗଲା ଝଡର ବାଟରେ ସ୍ମୃତି ଗଲା କିଛି ଛାଡି, ଭିଟାମାଟି ସବୁ ଭୁଇଁରେ ମିଶିଲା ସପନ ସବୁକୁ ଉଜାଡି ।।.................(୧) ଆକାଶେ ଉଡ଼ିବା ଶିଖୁଥିଲା ଯିଏ ଆଜି ମାଟିରେ ଯାଇଛି ପଡ଼ି ଆଶା ଭରସାର ସବୁଜ ...
ମଗୁଶୁର ଶୀତ ଆସୁନି ଆଉତ ପିଣ୍ଡାରେ ବୁଢ଼ୀ ମା ପାରୁନି ବଢି ନାଉ କି କଖାରୁ ପିଢ଼ାକୁ ମାଡୁନି ଯେବେ ଠୁ ଛପର ଗଲାଣି ଉଡି। ଚାଉଳ ଭଜା ଓ ନାଲି ଚା ଢୋକେ ଦେଉ ନାହିଁ କେହି ଜେଜେ ଙ୍କୁ ଆଉ ଗୁଡ଼ିଆ ଘର ବି ମୁଡ଼ି ଭଜୁନାହିଁ ଘରେ ବି ହେଉନି ...
ନାଁ ମାହାତ୍ମ୍ୟ © ବିଜୟ ପ୍ରଧାନ ■■ ଆମର ଗାଁ ଥି ଶିବର ଟେଣ୍ଟ ହାଉସ ଅଛେ, ରାମର ଚାହା ଦୁକାନ, ଲକ୍ଷ୍ମୀ ଯାଏସି ଭୁତି ଖଟି , ଜଗନ୍ନାଥ ଭାଙ୍ଗସି ପାନ। ଗଣେଶ ବୁପରା କୁକରା ବିକସି, ଲକ୍ଷ୍ମଣ ଗାଡି ଡାଏବର, ପାର୍ବତୀ କେଉଁଟେନ ମୁଢ଼ି଼ ...
ମୋର ଲେଖିକା ହୋଇବା ଧିକ୍ ମୋର ଲେଖିକା ହୋଇବା ଧିକ୍ ମୋ ହାତେ ପକାଇ ଲୁହାର ଶିକୁଳି କଲମରୁ ମୋର ସାରିଦେଇ କାଳି ସୁଆଦିଆ ଲଡୁ ମିଠେଇ ଚଖେଇ ସିଂହାସନପରେ ଦେଲେ ବସେଇ ମନାକରେ ଯଦି ଲେଖିବାକୁ ଠିକ୍ ଠିକ୍ ମୋର ...