Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ନିଜ ମନ ପସନ୍ଦର ଭାଷା ବାଛନ୍ତୁ
Bengali
Gujarati
Hindi
Kannada
Malayalam
Marathi
Tamil
Telugu
English
Urdu
Punjabi
Odia
।। ସବୁଜ ସ୍ୱାଦ।। ନିଃସ୍ୱାର୍ଥପର ପ୍ରକୃତିର ରୂପେଲି ଝଲକ, ସୁଗନ୍ଧିତ ଧରଣୀର ଅପୂର୍ବ ମହକ। ପ୍ରକୃତି ରାଣୀର ପ୍ରଭୁତ୍ୱ ସୃଷ୍ଟିକୁ ଆଧାର ଜୀବ ସତ୍ତାର ରକ୍ଷକ କୃଷକ ଆମର। ସୌନ୍ଦର୍ଯ୍ୟଭରା କ୍ଷେତ ପୁଣି ସବୁଜ କଳ୍ପନା, କର୍ମ କ୍ଷେତ୍ରେ କୃଷକଟି ...
କିଏ ସେ ଆକାଶ ବୁକୁ ରେ ହାତ ଠାରି ଡାକୁଅଛି ଆସ ମୋର ପାଖକୁ ମୁଁ ତୁମ୍ଭକୁ ଶୀତଳତା ଦେବି ମୋତେ ଛୁଇଁ କିଏ ଖେଳେ ଲୁଚକାଳି ଖେଳ ଆଉ କିଏ ଇସାରାରେ କହେ ଜୀବନେ ତୁମ ଆଲୋକ ଭରିବି ଗଗନର ବକ୍ଷ ଚିରି ପଡେ ...
🌻🌻ଟିକି ଫୁଲଟିଏ🌻🌻 ଟିକି ଫୁଲଟିଏ ସେତ ଜାଣେ ନାହିିଁ କପଟ ସଭିଙ୍କୁ ଆନନ୍ଦ ଦିଏ ମହକ ତା ବାଣ୍ଟିଥାଏ ସତେ କେତେ ନିସ୍ୱାର୍ଥ କଢିଟିରୁ ଫୁଟିଥାଏ ଫୁଲ ହୋଇ ଯେବେ, ବାଣ୍ଟି ଥାଏ ଆନନ୍ଦ ସେ ନ ରଖି କିଛି ସ୍ୱାର୍ଥ । ...
ଏବେ କର ଜଳପାନ ବି.ନିରୁପମା ହେ ଗୋ-ବତ୍ସାଗଣ ଚରିଲ ତ ତୃଣ ଏବେ କର ଜଳ ପାନ , ଏଇତ ଯମୁନା ବୋହି ଯାଉଅଛି କରି କଳ କଳ ତାନ । ସୁଶୀତଳ ନୀର ତା' ପିଇ .... ତୃଷା ନିବାରଣ କର ଏଠାଇଁ । ଏହି ବୃନ୍ଦାବନ ଦିଶେ ଶୋଭାବନ ଛନ୍ତି ...
ଛୋଟ ଜୀବନ ମୋ ଛୋଟ ସପନ ବଡ ହେବା ପାଇଁ ନାହିଁ ମୋ ମନ ll 1 ଛୋଟ ହେଲେ ମନେ ନାହିଁ ବିଷାଦ ଭରି ରହିଥାଏ ସଦା ସୁଖ ସମ୍ପଦ ll2 ଛୋଟ ଛୋଟ ଖୁସି ଭରଇ ପ୍ରାଣ ଉଲ୍ଲସିତ ହୁଏ ଆମ ଜୀବନ ll 3 ଛୋଟ ଛୋଟ କାମ ମିଶାଇ ଯେବେ ନୂତନ ପ୍ରକଳ୍ପ ଗଢାଇ ...
Friendship is a silent picture Enjoy it's quality Friendship is a big sea Measure it's depth . Friendship is a colourful world Keep it beautiful. Friendship is like a ...
ଅଦିନିଆ ମେଘ କେତେ ଯେ ଉତ୍କଣ୍ଠାର ସହ ଚାହିଁ ବସିଥିଲେ ମା ଗର୍ଭରେ ଉଷ୍ମତାର ସୁରକ୍ଷିତ ବଳୟ ଭିତରେ । ସେ ଆସିବା କ୍ଷଣି ଏକା ସୁରରେ ହୁ ହୁ କରି ସୂରୁଜ ମୁହାଁ ହୋଇ ଆଖିରେ ଆଖିଏ ସ୍ୱପ୍ନ ଭରି ଆକାଶକୁ ଛୁଇଁବାର ଦୌଡ଼ରେ ବେଲଗାମ୍ ଭାବେ ନିଜକୁ ...
ଛୋଟ ମୋର ଗାଁ ଆଉ ଛୋଟ ହେଇ ରହିନି ମୋ ଗାଁ'ର ଶଗଡ ରାସ୍ତାରେ ବଡ ଗାଡି ଗଡିଲାଣି ମୋ ଗାଁ ମାଟି ମା ଆଉ ଫସଲ ଉପୁଯାଉନି କୃଷକ ପୁଅ ସେ ମା'ର ବିଦେଶ ଯାଇ ଦାଦନ ଖଟିଲାଣି ମମତା ମୋ ମା'ର ମୋ ପାଇଁ କମିନି ସହରି ମୁହାଁ ମୁଁ ମୋ ଗାଁକୁ ...
ଜୁନ 5, ପରିବେଶ ଦିବସ ଅବସରରେ କବିତାଟିଏ ମୋ ପରିବେଶ ■■ ଆଜି ସକାଳୁ ସକାଳୁ ଶାଗବାଲିର ମୁଲଚାଲ କରି କିଣିଥିବା ନଳିତା ଶାଗର ସବୁଜିମାରୁ ଆରମ୍ଭ ମୋର ପରିବେଶ ଦିବସ। ଆମ୍ବଗଛରୁ ଗତରାତିର ଦୁର୍ଦ୍ଦାନ୍ତ ପବନରେ ଖସିଥିବା କଂଚାପାଚିଲା ...
ପଲ୍ଲୀଗୀତ-1 -ଡକ୍ଟର କୃତ୍ତିବାସ ନାୟକ ଦେଇଥିଲ ଯେଉଁ ନୀଳ ପାଟଶାଢ଼ୀ ମୋ ଦେହକୁ ଭଲ ଦିଶୁଛି, କହିଥିଲ ତୁମେ ରଜକୁ ଆସିବ ସଜେଇ ହେଇକି ବସୁଛି । ॥ଘୋଷା।। ମାନସିକ କରି ସବୁଦିନ ପାଇଁ ଛାଡ଼ି ଦେଇଛି ମୁଁ ଆଇଁଷ, ସବୁଦିନ ଏବେ ମନ୍ଦିରକୁ ଯାଇ ...
ଏ ମାନବ ଆଜି ଆଗକୁ ବଢ଼ିଛି ପକୃତି ବିଚ୍ଛିନ୍ନ କରି, ଧରଣୀ କାନ୍ଦୁଛି କଇଁ କଇଁ କରି ବିଜ୍ଞାନ ର ଯୁଗେ ଆଜି । ମାନବ ର ଏହି ଧର୍ସଣ ବ୍ୟଥା ରେ ...
" ମୋ ଓଡିଶା " କି ସୁନ୍ଦର ଆହା ମୋ ଦେଶ ଓଡିଶା ଲାଗେ ସବୁ ମନୋହର ଦୁଃକ ଦୁର୍ବିପାକ ଛୁଇଁ ବନି କେବେ ସାହ କାଳିଆ ...
କ୍ଷ୍ୟୁଦ୍ର ବୋଲି ସିନା ଉପହାସ କରେ ସିଏ କି ବୁଝିବ ମୂଲ । ଆକାଶରେ ଥାଇ ଚନ୍ଦ୍ରମା ସାଥିରେ ପାଏ ମୁଁ ଯେ କେତେ ଭଲ । ମୋ ଭଲ ପାଇବା କେତେ ଯେ ସୁନ୍ଦର ନାହିଁ ତାର ପଟ୍ଟlନ୍ତର । ଚନ୍ଦ୍ରମା ସାଥିରେ ସତେ ଅବା ପ୍ରେମ ଯୁଗେ ଯୁଗେ ନିରନ୍ତର। ...
ଜାଣିଛି ମରଣ ଧ୍ରୁବ ଜିବିତଙ୍କ ପାଇଁ ତଥାପି ବଞ୍ଚିବା ଲାଗି କରୁଛି ସଂଗ୍ରାମ। କାଳ ଗର୍ଭେ ଏ ଶରୀର ଯିବ ଦିନେ ହଜି ତେବେ ବି କରୁଛ ତାର ଚର୍ଚ୍ଚା ଅବିରାମ ।। କାମନା ହିଁ ମାନବର ଦୁଃଖର କାରଣ ଅବାଞ୍ଛିତ ବାଞ୍ଛା କିନ୍ତୁ ବଢେ ଦିନୁ ଦିନ । ...