Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଗଙ୍ଗା ରାଜବଂଶ ଅଧୀନରେ ଜଗନ୍ନାଥ ମନ୍ଦିର | ଜଗନ୍ନାଥ ମନ୍ଦିର ରାଜା ଚୋଡାଗଙ୍ଗା ଦ୍ୱାରା ନିର୍ମିତ ହୋଇଥିଲା | ରାଜା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଏବଂ ତାଙ୍କ ଶାସନ କାଳରେ ଜଗା ମୋହନ କିମ୍ବା ବିଧାନସଭା ହଲ୍ ଏବଂ ଭିମାନା କିମ୍ବା ...
ଶୁଆ କହିଲା ଶାରୀଲୋ ମୁଁ ତୋତେ ପୁରୁଷର ପରୋପକାର କଥା ସିନା କହିଲି, ହେଲେ ତୁମର ମାଇପ ଜାତିଯେ କେଡେ ବେଇମାନୀ ସେ କଥା ମଧ୍ୟ ଶୁଣ । ଏହା ପରେ ଶୁଆ ଆରମ୍ଭ କଲା – ରାଜା ଝିଅ ଛଇଳାକୁ । ବିଜୟ ସେନ୍ ସେହି ପଳାତକ ରାଜ କୁମାରୀଙ୍କ ସହିତ ବିବାହ ...
ଶ୍ରୀମତୀ ଚିନ୍ମୟୀ ଆଚାର୍ଯ୍ୟ କଳା ନାଲି ଧଡ଼ିଆ ଗାମୁଛାଟାଏ ପିନ୍ଧି ଖାଲି ଦେହରେ ମୁଣ୍ଡରେ ଗୋଟିଏ ପିତ୍ତଳ ଥାଳିରେ ମଙ୍ଗଳା ମାଁଙ୍କ ମୂର୍ତ୍ତିଟିଧରି ପୋଲିସ୍ ଷ୍ଟେସନ୍ ଭିତରେ ପଶିଗଲା ୨୨/୨୩ ବର୍ଷର ଯୁବକଟିଏ । ଥାନା ବଡ଼ବାବୁଙ୍କ ଟେବୁଲ୍ ...
ପରଦିନ ମହାରାଜ ଭୋଜ ଯେତେବେଳେ ସିଂହାସନରେ ଆରୋହଣ କରିବାକୁ ଉଦ୍ୟତ ହେଲେ, ସେତେବେଳେ ଚତୁର୍ଥ ପୁତ୍ତଳିକା କାମକନ୍ଦଳା ମୂର୍ତ୍ତି ସାଜି ଠିଆ ହେଲା ଏବଂ ବାଟଓଗାଳି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କର ଯେତେ ପ୍ରକାରର ସଦ୍ଗୁଣ ରହିଥିଲା ...
ଘନ ଅନ୍ଧକାର ର ସେ ମିଞ୍ଜି ମିଞ୍ଜି ହୋଇ ଜଳି ଉଠୁଥିବା ସେଇ ଆଲୋକ ର ପ୍ରତିମାଟି ହେଉଛି ଲଣ୍ଠନ। ସଂଧ୍ୟା ବେଳେ ନିଦ କୁ ଭାଙ୍ଗିବାକୁ ଯାଇ କେତେ ଗରମ୍ କାଗଜ ଆଖିରେ ଲଗାଇଛି।ଲୁଣ ଭଜା,କଇଁଆ ମଞ୍ଜି ପୋଡ଼ା,ପଣସ ମଞ୍ଜି ପୋଡ଼ା,ମଟର ପୋଡ଼ା କେତେ ...
ଜଗା ରେ ତୁ ତ ବଡ଼ ନାଟୁଆ !!…. ଆମେ ଖାଲି ବେକାରରେ ଛଟ ପଟ ହେଉଥିଲୁ, ଭାବି ହେଉଥିଲୁ କି ତୁ କଣ ବଡ଼ଦାଣ୍ଡ ରେ ଏଇ ବର୍ଷ ଆସିବୁନି ? ତୋର ରଥ କଣ ଶ୍ରୀହୀନ ହେବ ଏଇ ସନ ! କିନ୍ତୁ ତୁ ତ ଏସବୁ ନିଜେ କରାଉ ଥିଲୁ, ନୁହେଁ ରେ କାଳିଆ? ଖାଲି ଯାହା ...
ଚାଣକ୍ୟ କଥା -2 ବାଳକ ଚନ୍ଦ୍ରଗୁପ୍ତ କହିଲେ, “ଦେଖନ୍ତୁ, ଦୂରରେ ଚରୁଥିବା ଗୋରୁମାନଙ୍କୁ ନେଇ ଯାଆନ୍ତୁ । ମୁଁ ଦାନ ଦେଇଛି ଶୁଣିଲେ କେହି ଆପଣଙ୍କୁ ବାଧା ଦେବେ ନାହିଁ ।” ଚାଣକ୍ୟ ପିଲାର ଉତ୍ତରରେ ଖୁସି ହେଲେ ଓ ଅନ୍ୟ ବାଳକମାନଙ୍କୁ ପଚାରି ...
"ମୃତ୍ୟୁଞ୍ଜାୟାୟ ରୁଦ୍ରାୟ ନୀଳକଣ୍ଠାୟ ଶଂଭବେ । ଅମୃତେଷାୟ ସର୍ବାୟ ମହାଦେବାୟତେ ନମଃ ।।" ଭାରତୀୟ ଧର୍ମ ଗ୍ରନ୍ଥ ରେ ବଦ୍ରିନାଥ, ଦ୍ବାରିକା, ଜଗନ୍ନାଥ ପୁରୀ ଓ ରାମେଶ୍ଵରମ୍ ର ଚର୍ଚ୍ଚା ଚାରି ଧାମ ରୂପରେ କରାଯାଇଛି ।ଆଦି ଗୁରୁ ...
ମୋର ପୂର୍ବଗଳ୍ପ ସୁରତ ଫେରନ୍ତା ରେ ନାୟକ ବଉଳା ପାଠଶାଠ ନପଢ଼ି ସୁରତକୁ ଯାଇ ଦିନ ମଜୁରୀଆ ଭାବେ କାମ କରୁଥାଏ ଏବଂ କିଛିଦିନ ପରେ ଏକ ହୋଟେଲରୁ ମିଠା ଚୋରିକରିବାରୁ ସେଠୁ ତଡାଖାଇ ସୁରତରୁ ସାଇକଲଯୋଗେ ନିଜ ଗାଁ ମାଟି କୁ ...
ଗୁରୁ ବନ୍ଦନା ********** ଯେଉଁ ଦେହେ ଦିନେ ସୂକ୍ଷ୍ମ ବ୍ରହ୍ମକୁ ଥାପିଲ ସେ ବ୍ରହ୍ମକୁ ସତେ କେତେ କ୍ରିୟାଶୀଳ କଲ , ଆଦି ବ୍ରହ୍ମରୁ ବ୍ରହ୍ମତ୍ୱ ବିଛୁରିତ ହେଲା ତମ ସୃଷ୍ଟି ଓ ସ୍ଥିତିର ସନ୍ଧାନ ମିଳିଲା ।। ତମ ଅଂଶ ବୋଲି ଯେବେ ନିଜକୁ ...
ନାଲୁ ଓ ଜ୍ୟୋତିଷ ମଧ୍ୟରେ ଏହିପରି କଥୋପକଥନ ହେଲା । ନାଲୁ- ତୁ ଜୁତିଷ ? ଜ୍ୟୋତିଷ- ଆଜ୍ଞା ହଁ । ନାଲୁ- ବୋଇଲୁ, ମୋ ମନରେ କି କଥା ଅଛି । ଜ୍ୟୋତିଷ- ଖଡ଼ି ପକାଇ ଅନେକ ଶ୍ଳୋକ ପଢ଼ିଲେ । ସେଥିରେ କେବଳ ଗ୍ରହ ନକ୍ଷତ୍ର ନାମ ଛଡ଼ା ଆଉ ...
ମନୁଆର ବହୁ ପସନ୍ଦ ନାପସନ୍ଦ। କୋଉ ଜିନିଷ ଭଲ ଲାଗିଲେ ବହୁତ ଭଲ ଲାଗେ ଆଉ ଭଲ ନ ଲାଗିଲେ କାହାରି କଥା ବି ଶୁଣେନି ସିଏ। ଇଚ୍ଛା ନ ଥିଲେ କୌଣସି କାମ କରେ ନାହିଁ। ମନୁଆକୁ ଗଛ ଚଢ଼ି କଞ୍ଚା ଆମ୍ବ ଚୋରି କରିବାକୁ ଭାରି ଭଲ ଲାଗେ। ଗଛ ଉପରେ ଚଢ଼ି ...
ହନୁମାନ ଚାଳିଶାର ଇତିହାସ ବହୁତ କରୁଣାମୟ ପରିସ୍ଥିତିରେ ସୃଷ୍ଟି ହେଇଛି l ଏହାର ସୃଷ୍ଟି କର୍ତ୍ତା ଗୋ ସ୍ୱାମୀ ତୁଳସୀ ଦାସ ଯିଏ କି ମହର୍ଷି ବାଲ୍ମୀକିଙ୍କ ପୁନର୍ଜନ୍ମ ରୂପେ ଏହି ଧରା ପୃଷ୍ଠରେ ରାମ କଥାର ପ୍ରଚାର ପ୍ରସାର ପାଇଁ ଅବତୀର୍ଣ୍ଣ ...
ବୋଧିସତ୍ୱ ଥରେ ଗୋଟିଏ ମାଙ୍କଡ ରୂପରେ ଜନ୍ମ ହୋଇଥିଲେ । ହିମାଳୟ ପର୍ବତ ତଳେ ଘଂଚ ଜଙ୍ଗଲ ଅଛି । ସେଇ ଜଙ୍ଗଲରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ପିଲାଦିନ ଗଲା । ସେ ଯୁବକ ହେଲେ । ସେ ଭାରି ବଳୁଆ ହେଲେ । କାମିକା ମଧ୍ୟ ହେଲେ । ମାଙ୍କଡ ଦଳ ...
ମାତୃତ୍ବ ର ମୋହ ***************** ରାତି ଯେତେବେଳେ କୋଳାହଳ ମୁକ୍ତ ହୋଇ ନୀରବରେ ଶୋଇ ଯାଉଥିଲା ଏ ଆତ୍ମା ଚେତନାରୁ ପ୍ରେମର ଏକ ରାଣୀ ଅନ୍ତପୁର କାହାର ଅପେକ୍ଷାରେ ଉନ୍ ମୁକ୍ତ ହୋଇ ଉଠୁଥିଲା , ଜଳୁଥିଲା ଜ୍ୱଳନ ସ୍ପନ୍ଦନ ର ଘୃତ ...