pratilipi-logo ପ୍ରତିଲିପି
ଓଡିଆ
ସହରଠୁ ଦୂରରରେ ଡିସେମ୍ବର କାହାଣୀ ମହୋତ୍ସବ

ଏହି ପ୍ରତିଯୋଗିତା ସମାପ୍ତ ହୋଇଯାଇଛି ଏହାର ଫଳାଫଳ ଦେଖିବା ନିମନ୍ତେ ପ୍ରତିଲିପି ଓଡ଼ିଆ ବ୍ଲଗ୍ କୁ ଯାଆନ୍ତୁ।


୧) ଗୋଟିଏ ପୂର୍ଣ୍ଣ ଧାରାବାହିକ ୫ କିମ୍ବା ଅଧିକ ଭାଗରେ (୫ ଟି ଅଲଗା ଅଲଗା କାହାଣୀ ନୁହେଁ )

୨) ପ୍ରତି ଭାଗରେ ଅତି କମରେ ୧୦୦୦ ଟି ଶବ୍ଦ(୫ ମିନିଟ) ରହିଥିବା ଆବଶ୍ୟକ
୩) ଧାରାବାହିକର ବିଷୟ - "ସହର ଠାରୁ ଦୂରରେ ଆପଣଙ୍କୁ ବିନା ଟେକ୍ନୋଲୋଜି, ଯନ୍ତ୍ର, ଇଣ୍ଟରନେଟ୍, ଆଧୁନିକ ଉପକରଣ ବ୍ୟବହାର ବିନା କିପରି ଜୀବନ କାଟିଛନ୍ତି। ନିଜକୁ କିପରି ଖୋଜି ପାଇଛନ୍ତି, କିପରି କିଛି ଦିନ ବିତାଇଛନ୍ତି ସେ ବିଷୟରେ ଲେଖିବାକୁ। ହେବ ଏଥିରେ ଟେକ୍ନୋଲୋଜି ର ଅନୁପସ୍ଥିତି ବିଷୟରେ ବର୍ଣ୍ଣନା କରିବାକୁ ହେବ। ଆପଣ ନିଜ ଇଚ୍ଛା ଅନୁସାରେ ଏଥିରେ କୌଣସି ଭାବ ମିଶାଇ ପାରିବେ। ସହରଠୁ ଦୂରରରେ ଫୋନ ଓ ଆଧୁନିକ ଉପକରଣ ବିନା ୭ ଦିନ, ନିଜକୁ ଖୋଜି ପାଇବା,ପ୍ରକୃତିରେ ହଜିଯିବା"
୪) ସମସ୍ତ ଭାଗ ଲକ କରି ପ୍ରକାଶ କରିବେ

ବିଭାଗ - "ପ୍ର - ସହରଠୁ ଦୂରରରେ"


୧) ଆରମ୍ଭ - ୧ ଡିସେମ୍ବର,୨୦୨୨
୨) ଶେଷ - ୩୧ ଜାନୁଆରୀ,୨୦୨୩(ପରିବର୍ତ୍ତିତ, ନୂଆ ତାରିଖ)
୩) ଫଳାଫଳ ଘୋଷଣା - ୨୦ ମଇ,୨୦୨୩


ପୁରସ୍କାର :-
୧) ପ୍ରଥମ ପୁରସ୍କାର - ୫,୦୦୦/-
୨) ଦ୍ୱିତୀୟ ପୁରସ୍କାର - ୩,୦୦୦/-
୩) ତୃତୀୟ ପୁରସ୍କାର - ୨,୦୦୦/-


ପ୍ରତିଲିପି ରେ ସମସ୍ତ ପ୍ରକାରର ଲେଖା ପ୍ରକାଶ କରିବାର କେବଳ ଗୋଟିଏ ମାତ୍ର ନିୟମ ରହିଛି। ଏଥି ଅନୁଯାୟୀ ଆପଣ କାହାଣୀ/କବିତା/ଲେଖା/ପ୍ରବନ୍ଧ ସବୁକିଛି ପ୍ରକାଶ କରି ପାରିବେ। ଉପଯୁକ୍ତ ପ୍ରକାର ଓ ବିଭାଗ ବାଛି ଏହାକୁ ପ୍ରକାଶ କରନ୍ତୁ।



କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ