
ପ୍ରତିଲିପିଏହି ପ୍ରତିଯୋଗିତା ସମାପ୍ତ ହୋଇଯାଇଛି ଏହାର ଫଳାଫଳ ଦେଖିବା ନିମନ୍ତେ ପ୍ରତିଲିପି ଓଡ଼ିଆ ବ୍ଲଗ୍ କୁ ଯାଆନ୍ତୁ।
ପ୍ରତିଲିପି ଭୟପୂର୍ଣ୍ଣ କାହାଣୀ ମହୋତ୍ସବ
୧) ଗୋଟିଏ ପୂର୍ଣ୍ଣ ଧାରାବାହିକ ୫ କିମ୍ବା ଅଧିକ ଭାଗରେ (୫ ଟି ଅଲଗା ଅଲଗା କାହାଣୀ ନୁହେଁ )
୨) ପ୍ରତି ଭାଗରେ ଅତି କମରେ ୧୦୦୦ ଟି ଶବ୍ଦ(୫ ମିନିଟ) ରହିଥିବା ଆବଶ୍ୟକ
୩) ଧାରାବାହିକର ବିଷୟ ହରର ...ଭୟପୂର୍ଣ୍ଣ
୪) ସମସ୍ତ ଭାଗ ଲକ କରି ପ୍ରକାଶ କରିବେ
ବିଭାଗ - "ପ୍ର - ଭୟପୂର୍ଣ୍ଣ ନଭେମ୍ବର"
୧) ଆରମ୍ଭ - ୧ ନଭେମ୍ବର,୨୦୨୨
୨) ଶେଷ - ୩୦ ନଭେମ୍ବର,୨୦୨୨
୩) ଫଳାଫଳ ଘୋଷଣା - ୧୫ ଜାନୁଆରୀ ,୨୦୨୩
ପୁରସ୍କାର :-
୧) ପ୍ରଥମ ପୁରସ୍କାର - ୫,୦୦୦/-
୨) ଦ୍ୱିତୀୟ ପୁରସ୍କାର - ୩,୦୦୦/-
୩) ତୃତୀୟ ପୁରସ୍କାର - ୨,୦୦୦/-
ପ୍ରତିଲିପି ରେ ସମସ୍ତ ପ୍ରକାରର ଲେଖା ପ୍ରକାଶ କରିବାର କେବଳ ଗୋଟିଏ ମାତ୍ର ନିୟମ ରହିଛି। ଏଥି ଅନୁଯାୟୀ ଆପଣ କାହାଣୀ/କବିତା/ଲେଖା/ପ୍ରବନ୍ଧ ସବୁକିଛି ପ୍ରକାଶ କରି ପାରିବେ। ଉପଯୁକ୍ତ ପ୍ରକାର ଓ ବିଭାଗ ବାଛି ଏହାକୁ ପ୍ରକାଶ କରନ୍ତୁ।
କିଛି ସମସ୍ୟା ଅଛି ?
ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ