pratilipi-logo ପ୍ରତିଲିପି
ଓଡିଆ
ପ୍ରତିଲିପି ଭାଇରାଲ୍ ଧାରାବାହିକ କାହାଣୀ ମହୋତ୍ସବ ଜୁଲାଇ ୧ ରୁ ଡିସେମ୍ବର ୩୧,୨୦୨୨

ବର୍ଷ ତମାମ ମିନି ମାରାଥନ, ଜାନୁଆରୀ ରୁ ଡିସେମ୍ବର ଯାଏ। ପ୍ରତି ମାସରେ ଗୋଟିଏ ଗୋଟିଏ ମାରାଥନ କାହାଣୀ ପ୍ରତିଯୋଗିତା ଆୟୋଜିତ ହେବ । କେବଳ ଧାରାବାହିକ କାହାଣୀ ,ବ୍ୟାକରଣ, ବନାନ,ଶବ୍ଦ ସଂଯୋଜନା ଓ ଇମୋଜି ବିହୀନ। ପିଲାଳିଆମି କାହାଣୀ, ଅଧା କାହାଣୀ, ଇଂରାଜୀରେ କାହାଣୀ,ପ୍ରବନ୍ଧ, କବିତା, କାହାଣୀ ଭିତରେ କବିତା, ଅନ୍ୟର ନକଲ ଲେଖା, ଅନ୍ୟ କୌଣସି ସ୍ଥାନରୁ ଲେଖା ଆଦି ଲେଖନ୍ତୁ ନାହିଁ। ବିଷୟ - ନିଜ ଇଚ୍ଛା ଅନୁସାରେ , ବିଭାଗ - "ପ୍ର - ଭାଇରାଲ୍ ଧାରାବାହିକ ତୃତୀୟ ପର୍ଯ୍ୟାୟ ୬୦"

ସମସ୍ତ ଭାଗ ଗୁଡ଼ିକୁ ଲକ୍ କରି ପ୍ରକାଶ କରିବେ। ଖୋଲା ପ୍ରକାଶ ହୋଇଥିବା ଧାରାବାହିକ ପ୍ରତିଯୋଗିତାରେ କଦାପି ସାମିଲ୍ ହେବ ନାହିଁ। ଆପଣଙ୍କୁ ଅନୁରୋଧ ପରେ ମଧ୍ୟ ଆପଣ ଯଦି ସିଧା ସଳଖ ଖୋଲା ଭାବରେ ପ୍ରକାଶ କରୁଛନ୍ତି ଏହାର ଅର୍ଥ ଆପଣ ପ୍ରତିଯୋଗିତାର ନିୟମ, ତଥା ଆପଣଙ୍କୁ ରୋଜଗାର ଯୋଗାଇବା ନିମନ୍ତେ ଓ ଉତ୍ସାହିତ ପାଇଁ କରାଯାଉଥିବା ସମସ୍ତ ପରିଶ୍ରମର ଅସମ୍ମାନ କରୁଛନ୍ତି। ଏହା ପରେ ଆପଣଙ୍କର କୌଣସି ସହାୟତା କରାଯିବ ନାହିଁ। ପାଠକ ମାନଙ୍କୁ ୫ ଦିନ ପରେ ମାଗଣାରେ ପଢ଼ିବାକୁ ମିଳିବ। ଭଲ ଲେଖା ଓ ଗୁଣୀ ପାଠକ ତିଆରିରେ ସହାୟତା କରନ୍ତୁ।

ଗୋଲ୍ଡେନ ବ୍ୟାଚ୍ ପାଇ ନଥିବା ଲେଖକ ବ୍ୟସ୍ତ ହୁଅନ୍ତୁ ନାହିଁ। ଆୟୋଜିତ ହୋଇଥିବା ପୂର୍ଣ୍ଣ କାହାଣୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ। ଆପଣଙ୍କ ପ୍ରୋଫାଇଲ୍ ୧ ମାସ ମଧ୍ୟରେ ନିଶ୍ଚିତ ଭାବରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସାମିଲ୍ ହୋଇଯିବ। ସବୁ ମାସରେ ଏକ ପୂର୍ଣ୍ଣ କାହାଣୀ ପ୍ରତିଯୋଗିତା ଭାଇରାଲ ଲିଙ୍କ୍ ସହିତ ଆୟୋଜିତ ହେବ। ଏଥିରେ ଭାଗ ନିଅନ୍ତୁ ଓ ନିଜକୁ ଗୋଲ୍ଡେନ ବ୍ୟାଚ୍ କାର୍ଯ୍ୟକ୍ରମରେ ସାମିଲ୍ କରନ୍ତୁ।



ସବୁ ପ୍ରତିଯୋଗିତା ଧାରାବାହିକ କାହାଣୀ ନିମନ୍ତେ। ସମସ୍ତ ପ୍ରତିଯୋଗିତାର ଅବଧି ୬ ମାସ ରହିବ ଓ ସମସ୍ତ ଧାରାବାହିକରେ ଅତି କମରେ ୬୦ ଟି ଭାଗ ରହିବ। ପ୍ରତି ଭାଗରେ କୌଣସି ଶବ୍ଦ ସଂଖ୍ୟା ବାଧ୍ୟତାମୂଳକ ନୁହେଁ। କିନ୍ତୁ ସମ୍ପୂର୍ଣ ଧାରାବାହିକ ୩ ଘଣ୍ଟାରୁ ଅଧିକ ରଖିବାକୁ ଚେଷ୍ଟା କରନ୍ତୁ। ଆପଣ ପ୍ରତି ଭାଗରେ ଶବ୍ଦ ସଂଖ୍ୟା ନିଜ ଇଚ୍ଛା ଅନୁସାରେ ରଖି ପାରିବେ। କିନ୍ତୁ ସମ୍ପୂର୍ଣ ଧାରାବାହିକ ୩ ଘଣ୍ଟାରୁ ଆରମ୍ଭ ରଖିବାକୁ ଚେଷ୍ଟା କରନ୍ତୁ।

ପ୍ରତିଲିପି ପ୍ରିମିୟମ ରେ ସମସ୍ତ ଭାଷାରେ ଲୋକପ୍ରିୟ ହୋଇଥିବା କାହାଣୀ ଗୁଡ଼ିକର ବିଭାଗ ବିଷୟରେ ଜାଣନ୍ତୁ। ଏହା ଆପଣଙ୍କୁ ସବସ୍କ୍ରାଇବର୍ ଓ ରୋଜଗାର ବଢ଼ାଇବାରେ ସହାୟକ ହେବ।
୧) ହରର୍, ଭେମ୍ପାୟାର୍ ପ୍ରେମ କାହାଣୀ
୨) ଆଫିସ ଓ କର୍ମକ୍ଷେତ୍ର କୁ ନେଇ ପ୍ରେମ କାହାଣୀ
୩) ପାରିବାରିକ କାହାଣୀ ବିବାହ ଓ ବିଚ୍ଛେଦ କୁ ନେଇ



ପ୍ରଥମ ପର୍ଯ୍ୟାୟ -
୧) ଜୁଲାଇ ୧ ରୁ ଡିସେମ୍ବର ୩୧,୨୦୨୨
୨) ବିଷୟ ନିଜ ଇଚ୍ଛା ଅନୁସାରେ।
୩) ଭାଗ ୬୦ ରୁ ଅଧିକ, ଧାରାବାହିକ କାହାଣୀ,



ଆପଣ ଏକା ସମୟରେ ଏକାଧିକ ପର୍ଯ୍ୟାୟରେ ଭାଗ ନେଇ ପାରିବେ। ସମସ୍ତ ପର୍ଯ୍ୟାୟର ସମୟ ଅବଧି ମଧ୍ୟରେ ଲେଖା ପ୍ରକାଶ କରନ୍ତୁ ଓ ଉପଯୁକ୍ତ ବିଭାଗ ବ୍ୟବହାର କରନ୍ତୁ।
୧) ପ୍ରଥମ ପର୍ଯ୍ୟାୟ - ଜୁଲାଇ ୧, ୨୦୨୨ - ଡିସେମ୍ବର ୩୧, ୨୦୨୨



ପୁରସ୍କାର -
୧) ପ୍ରଥମ ପୁରସ୍କାର - ୧୦,୦୦୦/-
୨) ଦ୍ୱିତୀୟ ପୁରସ୍କାର - ୭,୦୦୦/-
୩) ତୃତୀୟ ପୁରସ୍କାର - ୪,୦୦୦/-



କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
odia@pratilipi.com ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)