
ପ୍ରତିଲିପି
୧) ଗୋଟିଏ ପୂର୍ଣ୍ଣ ଧାରାବାହିକ ୩୦ କିମ୍ବା ଅଧିକ ଭାଗରେ (୩୦ ଟି ଅଲଗା ଅଲଗା କାହାଣୀ ନୁହେଁ )
୨) ପ୍ରତି ଭାଗରେ ଅତି କମରେ ୧୦୦୦ ଟି ଶବ୍ଦ(୫ ମିନିଟ) ରହିଥିବା ଆବଶ୍ୟକ
୩) ଏଥିରେ ଏକ ସ୍ୱପ୍ନକୁ ବିଷୟ ଭାବରେ ନେଇ ଏକ ଦୀର୍ଘ ଧାରାବାହିକ କାହାଣୀ ଲେଖନ୍ତୁ
୪) ସମସ୍ତ ଭାଗ ଲକ କରି ପ୍ରକାଶ କରିବେ
ବିଭାଗ - "ପ୍ର - ଧାରାବାହିକ ଅଗଷ୍ଟ ୨୦୨୩"
ବିଷୟ -
ସ୍ଵପ୍ନ ଶବ୍ଦ ଶୁଣିବା ମାତ୍ରକେ ଆପଣଙ୍କ ମନକୁ ଯେଉଁ ସବୁ ଭାବନା ଆସୁଛି ସେହି ବିଷୟକୁ ମୁଖ୍ୟ କରି ଧାରାବାହିକଟି ଲେଖନ୍ତୁ।
ଆପଣ ନିଜ ଇଚ୍ଛା ଅନୁସାରେ ଏହାକୁ ବ୍ୟକ୍ତ କରନ୍ତୁ। ଏଥିରେ କୌଣସି ବିଶେଷ ଅର୍ଥ ଆପଣଙ୍କୁ ଦିଆଯାଇ ପାରିବ ନାହିଁ। ଆପଣଙ୍କ ମନକୁ ଯାହା ଆସୁଛି ତାହାକୁ ଧରନ୍ତୁ ଓ ଆପଣଙ୍କ ଅନୁସାରେ ଏହାକୁ ବ୍ୟକ୍ତ କରନ୍ତୁ।
୧) ଆରମ୍ଭ - ୧ ଅଗଷ୍ଟ,୨୦୨୩
୨) ଶେଷ - ୩୧ ଡିସେମ୍ବର,୨୦୨୩
ଭାଗ ସଂଖ୍ୟା ୩୦ କିମ୍ବା ଅଧିକ ପ୍ରତି ଭାଗରେ ୧୦୦୦ ରୁ ଅଧିକ ଶବ୍ଦ
ପୁରସ୍କାର :-
୧) ପ୍ରଥମ ପୁରସ୍କାର - ୩,୦୦୦/-
୨) ଦ୍ୱିତୀୟ ପୁରସ୍କାର - ୨,୦୦୦/-
୩) ତୃତୀୟ ପୁରସ୍କାର - ୧,୦୦୦/-
ପ୍ରତିଲିପି ରେ ସମସ୍ତ ପ୍ରକାରର ଲେଖା ପ୍ରକାଶ କରିବାର କେବଳ ଗୋଟିଏ ମାତ୍ର ନିୟମ ରହିଛି। ଏଥି ଅନୁଯାୟୀ ଆପଣ କାହାଣୀ/କବିତା/ଲେଖା/ପ୍ରବନ୍ଧ ସବୁକିଛି ପ୍ରକାଶ କରି ପାରିବେ। ଉପଯୁକ୍ତ ପ୍ରକାର ଓ ବିଭାଗ ବାଛି ଏହାକୁ ପ୍ରକାଶ କରନ୍ତୁ।
କିଛି ସମସ୍ୟା ଅଛି ?
ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ