
ପ୍ରତିଲିପିଏହି ପ୍ରତିଯୋଗିତା ସମାପ୍ତ ହୋଇଯାଇଛି ଏହାର ଫଳାଫଳ ଦେଖିବା ନିମନ୍ତେ ପ୍ରତିଲିପି ଓଡ଼ିଆ ବ୍ଲଗ୍ କୁ ଯାଆନ୍ତୁ।
ଏଥିରେ ଆପଣ ଭେମ୍ପେୟର୍ ଲଭ୍ ଷ୍ଟୋରି, ଅଫିସ ପ୍ରେମ କାହାଣୀ, ଇତର/ଅଲଗା ଗ୍ରହର ପ୍ରେମ କାହାଣୀ ,ମନୁଷ୍ୟ ଓ ପ୍ରକୃତିକୁ ଏକ ଚରିତ୍ର ଭାବରେ ନେଇ ଏକ ପ୍ରେମ କାହାଣୀ ,ମନୁଷ୍ୟ ଓ ଯନ୍ତ୍ର ମାନବ ମଧ୍ୟରେ ପ୍ରେମ କାହାଣୀ,ଦୁଇ ଦେଶର ପ୍ରେମ କାହାଣୀ , ଅନଲାଇନ ପ୍ରେମ କାହାଣୀ, ଚନ୍ଦ୍ର ଓ ଚକୋରର ପ୍ରେମ କାହାଣୀ, ବିୟୁଟି ଓ ବିଷ୍ଟ୍ ପ୍ରେମ କାହାଣୀ ଭଳି ଏକ ଅସାଧାରଣ ପ୍ରେମ କାହାଣୀ ଲେଖିବେ। କୌଣସି କାହାଣୀରୁ କିମ୍ବା ଚଳଚ୍ଚିତ୍ରରୁ ନକଲ କରି ସିଧା ସଳଖ ଲେଖିବେ ନାହିଁ । ଆପଣ ଏଥିରୁ ଅନୁପ୍ରାଣିତ ହୋଇ,ପ୍ରେରଣା ଗ୍ରହଣ କରି ନିଜ ଢଙ୍ଗରେ ନିଜର ଏକ ଧାରାବାହିକ ପ୍ରେମ କାହାଣୀ ବିକାଶ କରିବେ। କିଛି ହଟକେ, କିଛି ରୋମାଞ୍ଚକର, କିଛି ନୂଆ....ଆପଣଙ୍କ କାହାଣୀର ଅପେକ୍ଷାରେ....
ବିଭାଗ - "ପ୍ର - ଏକ ଅଦ୍ୱିତୀୟ ପ୍ରେମ କାହାଣୀ"
୧) ଗୋଲଡେନ ବେଜ ଅନ୍ତର୍ଗତ ଲେଖକମାନେ ଧାରାବାହିକ କାହାଣୀ ଲକ କରି ପ୍ରକାଶ କରିବେ ।
୨) ଗୋଲଡେନ ବେଜ ଅନ୍ତର୍ଗତ ଲେଖକଙ୍କ କାହାଣୀ ଦ୍ୱିତୀୟ ଭାଗରୁ ଆପେ ଆପେ ଲକ ହୋଇ ପ୍ରକାଶିତ ହେବ ।
୩) ଅନ୍ୟ ଲେଖକ ମାନେ ସିଧାସଳଖ ପ୍ରକାଶ କରିବେ, ଆପଣଙ୍କ କାହାଣୀ କାହାଣୀ ମହୋତ୍ସବରେ ସାମିଲ ହେବ ।
୪) ୨୫ ଟି ଭାଗରେ ଏହି ଧାରାବାହିକ କାହାଣୀ ।
୫) ପ୍ରତି ଭାଗରେ ୧୦୦୦ ରେ ରୁ ଅଧିକ ଶବ୍ଦ କିମ୍ବା ୫ ମିନିଟ ରୁ ଅଧିକ ଅବଧି ।
ଗୁରୁତ୍ୱପୂର୍ଣ ତାରିଖ -
ଆରମ୍ଭ - ୨୧ ସେପ୍ଟେମ୍ବର ,୧୦୨୨
ଶେଷ ତାରିଖ - ୧ ଡିସେମ୍ବର ,୨୦୨୨
ଫଳାଫଳ ଘୋଷଣା - ୧୫ ଜାନୁଆରୀ ,୨୦୨୩
ପୁରସ୍କାର -
୧) ପ୍ରଥମ ପୁରସ୍କାର - ୧୦,୦୦୦/-
୨) ଦ୍ୱିତୀୟ ପୁରସ୍କାର - ୫,୦୦୦/-
୩) ତୃତୀୟ ପୁରସ୍କାର - ୩,୦୦୦/-
ଶେଷ ତାରିଖ ପୂର୍ବରୁ ଶେଷ ଭାଗ ପ୍ରକାଶ କରନ୍ତୁ ଓ ଶେଷ ହୋଇଯାଇଛି ମାର୍କ କରନ୍ତୁ। ଲକ୍ କରି ପ୍ରକାଶିତ କରନ୍ତୁ। ଶେଷ ତାରିଖ ପୂର୍ବରୁ ଏହାକୁ ଶେଷ ହୋଇଯାଇଛି ମାର୍କ କରନ୍ତୁ। ଏହା ପରେ କୌଣସି ଭାଗ ସେହି ଧାରାବାହିକରେ ପ୍ରକାଶ କରନ୍ତୁ ନାହିଁ। ଯେହେତୁ ଏହା ଲକ୍ ହୋଇ ପ୍ରକାଶିତ ହୁଏ ତେଣୁ ଏହାକୁ ଶେଷ ହୋଇଯାଇଛି ମାର୍କ କରିବା ନିମନ୍ତେ ପ୍ରତିଯୋଗିତା ଶେଷ ତାରିଖ ପରେ ୧୦ ଦିନ ସମୟ ରହିବ। ୧୦ ଦିନ ମଧ୍ୟରେ ଏହାକୁ ମାର୍କ କରିବାକୁ ଭୁଲନ୍ତୁ ନାହିଁ।
ପ୍ରତିଯୋଗିତା ର ଫଳାଫଳ ପ୍ରତିଲିପି ବ୍ଲଗ୍ ରେ ଘୋଷଣା କରାଯିବ। (ବ୍ଲଗ୍ ପାଇଁ କ୍ଲିକ୍ କରନ୍ତୁ)
ପ୍ରତିଲିପି ରେ ସମସ୍ତ ପ୍ରକାରର ଲେଖା ପ୍ରକାଶ କରିବାର କେବଳ ଗୋଟିଏ ମାତ୍ର ନିୟମ ରହିଛି। ଏଥି ଅନୁଯାୟୀ ଆପଣ କାହାଣୀ/କବିତା/ଲେଖା/ପ୍ରବନ୍ଧ ସବୁକିଛି ପ୍ରକାଶ କରି ପାରିବେ। ଉପଯୁକ୍ତ ପ୍ରକାର ଓ ବିଭାଗ ବାଛି ଏହାକୁ ପ୍ରକାଶ କରନ୍ତୁ। (ଲେଖା ପ୍ରକାଶ)
ପ୍ରତିଲିପି ରେ ବିଭାଗ ତିନି ପ୍ରକାରର, ସମସ୍ତ ବିଭାଗ ବିଷୟରେ - ଜାଣନ୍ତୁ(କ୍ଲିକ କରନ୍ତୁ)
କିଛି ସମସ୍ୟା ଅଛି ?
ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)