pratilipi-logo ପ୍ରତିଲିପି
ଓଡିଆ
ଅଜଣା ରାଇଜ ପ୍ରତିଲିପି କାହାଣୀ ମହୋତ୍ସବ ସେପ୍ଟେମ୍ବର

ଏହି ପ୍ରତିଯୋଗିତା ସମାପ୍ତ ହୋଇଯାଇଛି ଏହାର ଫଳାଫଳ ଦେଖିବା ନିମନ୍ତେ ପ୍ରତିଲିପି ଓଡ଼ିଆ ବ୍ଲଗ୍ କୁ ଯାଆନ୍ତୁ।


ବର୍ଷ ତମାମ ମିନି ମାରାଥନ, ଜାନୁଆରୀ ରୁ ଡିସେମ୍ବର ଯାଏ। ପ୍ରତି ମାସରେ ଗୋଟିଏ ଗୋଟିଏ ମାରାଥନ କାହାଣୀ ପ୍ରତିଯୋଗିତା ଆୟୋଜିତ ହେବ । କେବଳ ଧାରାବାହିକ କାହାଣୀ ,୫୦୦ ଶବ୍ଦରୁ ଅଧିକ ପ୍ରତି ଭାଗରେ, ଶବ୍ଦ ସଂଖ୍ୟା ୫୦୦ ପ୍ରତି ଭାଗରେ। ବ୍ୟାକରଣ, ବନାନ,ଶବ୍ଦ ସଂଯୋଜନା ଓ ଇମୋଜି ବିହୀନ। ପିଲାଳିଆମି କାହାଣୀ, ଅଧା କାହାଣୀ, ଇଂରାଜୀରେ କାହାଣୀ,ପ୍ରବନ୍ଧ, କବିତା, କାହାଣୀ ଭିତରେ କବିତା, ଅନ୍ୟର ନକଲ ଲେଖା, ଅନ୍ୟ କୌଣସି ସ୍ଥାନରୁ ଲେଖା ଆଦି ଲେଖନ୍ତୁ ନାହିଁ। ବିଭାଗ - "ପ୍ର - ଭାଇରାଲ୍ ଧାରାବାହିକ କାହାଣୀ ମହୋତ୍ସବ ସେପ୍ଟେମ୍ବର ୧୦"

ପୁରସ୍କାର -

୧) ପ୍ରଥମ - ୫୦୦୦/-
୨) ଦ୍ୱିତୀୟ - ୩୦୦୦/-
୩) ତୃତୀୟ - ୨୦୦୦/-
୧୦ ଟିରୁ ଅଧିକ ଭାଗ ପ୍ରତି ଭାଗରେ ୫୦୦ ରୁ ଅଧିକ ଶବ୍ଦ । 
ଏକ ନୂଆ ରାଇଜକୁ ଯାତ୍ରା , ଜଣେ ସାଧାରଣ ବ୍ୟକ୍ତି କିପରି ଏକ ଅସାଧାରଣ ମୁହୂର୍ତ୍ତରେ ଗୋଟିଏ ନୂଆ ଦୁନିଆକୁ ଚାଲି ଯାଇଛନ୍ତି , ସେଠାରେ ସେ ନିଜେ ଏ ଦୁନିଆରେ କରିପାରି ନ ଥିବା ନିଜ ଇଚ୍ଛା ପୂରଣ କରିଛନ୍ତି ପରେ ନିଜର ଲକ୍ଷ ପୂରଣ କରି ନିଜ ଦୁନିଆକୁ ଫେରିଆସି ଭାବିଛନ୍ତି ଏହା ଏକ ସ୍ବପ୍ନ । ଦ୍ୱିତୀୟ ଦୁନିଆରେ ସେ କିଛି ବି ହୋଇ ପାରିବେ,ରାଜା,ରାଣୀ,ପାଇଲଟ,ଏଲିଅନ,ପଶୁ,ପକ୍ଷୀ ଗୋଟେ ପରିକଳ୍ପିତ ଦୁନିଆ ଓ ସେଠାରେ କିଛି ଦିନ । 



ପୁରସ୍କାର - ୩ ଟି ଶ୍ରେଷ୍ଠ ଧାରାବାହିକକୁ ଡିଜିଟାଲ ମାନପତ୍ର । ସମସ୍ତ ବିଜେତା ମାନଙ୍କର ନାମ ବ୍ଲଗ ଓ ଫେସବୁକ ଗ୍ରୁପରେ ପ୍ରକାଶ ପାଇବ । 

କାହିଁକି ଭାଗ ନେବେ -

୧) ଏହି ପ୍ରତିଯୋଗିତାରେ ଧାରାବାହିକ ଲେଖା ପ୍ରକାଶ ନିମନ୍ତେ କୁହାଯାଇଛି ଯାହାକୁ ପାଠକ ୮୦% ଅଧିକ ପଢ଼ିଥାନ୍ତି।
୨) ଅଧିକ ଭାଗ, ଅଧିକ ଲେଖା, ଅଧିକ ପାଠକ ଅଧିକ ସୂଚନା ଅଧିକ ବିଜ୍ଞାପନ ଅଧିକ ନୋଟିଫିକେସନ୍ ଅଧିକ ଷ୍ଟିକର ଅଧିକ ରୋଜଗାର ଅଧିକ ସବସ୍କ୍ରାଇବର।
୩) ପାଠକୀୟ ସ୍ନେହ ଓ ଲୋକପ୍ରିୟତା। ଡିଜିଟାଲ ମାନପତ୍ର। ବ୍ଲଗ୍ ଓ ଫେସବୁକ୍ ଗ୍ରୁପ୍ ରେ ବିଜେତାଙ୍କ ନାମ ଘୋଷଣା।
୪) ଲେଖା ଅଧିକ ସେୟାର ଅଧିକ ପଠନ ସଂଖ୍ୟା। ନିଜର କମ୍ୟୁନିଟି ତିଆରି।ଫେଲୋ ସଂଖ୍ୟା ଅଧିକ। ଅଧିକ ଆଦୃତି।



ଗୁରୁତ୍ୱପୂର୍ଣ ତାରିଖ -
୧) ଆରମ୍ଭ - ୧ ସେପ୍ଟେମ୍ବର, ୨୦୨୨,
୨) ଶେଷ ତାରିଖ - ୧ ଅକ୍ଟୋବର, ୨୦୨୨, 
୩) ୩) ଫଳାଫଳ - ୧, ଡିସେମ୍ବର,ଫଳାଫଳ ଘୋଷଣା - ଅପେକ୍ଷା କରନ୍ତୁ (ଶେଷ ତାରିଖରୁ ୨ ମାସ/୬୦ ଦିନ ପରେ)

କେବଳ ଧାରାବାହିକ କାହାଣୀ ,୫୦୦ ଶବ୍ଦରୁ ଅଧିକ ପ୍ରତି ଭାଗରେ,

୪) ୧୦ ଟିରୁ ଅଧିକ ଭାଗ ପ୍ରତି, ଭାଗରେ ୫୦୦ ରୁ ଅଧିକ ଶବ୍ଦ । 



ପ୍ରତିଲିପି ରେ ସମସ୍ତ ପ୍ରକାରର ଲେଖା ପ୍ରକାଶ କରିବାର କେବଳ ଗୋଟିଏ ମାତ୍ର ନିୟମ ରହିଛି। ଏଥି ଅନୁଯାୟୀ ଆପଣ କାହାଣୀ/କବିତା/ଲେଖା/ପ୍ରବନ୍ଧ ସବୁକିଛି ପ୍ରକାଶ କରି ପାରିବେ। ଉପଯୁକ୍ତ ପ୍ରକାର ଓ ବିଭାଗ ବାଛି ଏହାକୁ ପ୍ରକାଶ କରନ୍ତୁ।

ପ୍ରକାର - କାହାଣୀ/କବିତା/ପ୍ରବନ୍ଧ
ବିଭାଗ - ଟ୍ୟାଗ୍,
(ଧାରାବାହିକ ଓ ପୂର୍ଣ୍ଣ କାହାଣୀ/କବିତା/ପ୍ରବନ୍ଧ/ଲେଖା ପ୍ରକାଶନ। ପ୍ରତିଯୋଗିତା ତଥା ସାଧାରଣ ଭାବରେ ପ୍ରୋଫାଇଲ୍ରେ ଲେଖା ପ୍ରକାଶନ।)
ଧାରାବାହିକ ଲେଖା ପ୍ରକାଶନ ଗାଇଡ଼ ଭିଡ଼ିଓ 
ପ୍ରତିଲିପି ଆପ ଗୁଗଲ ପ୍ଲେ ଷ୍ଟୋର ରୁ ଡାଉନଲୋଡ୍ କରନ୍ତୁ। ଏବେ ଏହାକୁ ଖୋଲି ନିଜ ଇମେଲ ରେ ସାଇନ ଇନ୍ କରନ୍ତୁ। ଭାଷା ଓଡ଼ିଆ ବାଛନ୍ତୁ।
୧.ପ୍ରତିଲିପି ଆପ ଖୋଲନ୍ତୁ ଏବେ ଆପ ର ତଳେ "ଲେଖନ୍ତୁ" ବିକଳ୍ପ ଦେଖିବାକୁ ମିଳିବ। ଏହି ଗୋଟିଏ ବିକଳ୍ପରୁ ଆପଣ ଏକ ପୂର୍ଣ୍ଣ କାହାଣୀ/କବିତା/ପ୍ରବନ୍ଧ ଲେଖି ପାରିବେ ଓ ଧାରାବାହିକ କାହାଣୀ/କବିତା/ପ୍ରବନ୍ଧ ମଧ୍ୟ ଲେଖି ପାରିବେ।
୨.ଏକ ପୂର୍ଣ୍ଣ କାହାଣୀ/କବିତା/ପ୍ରବନ୍ଧ ଲେଖିବା ପାଇଁ ଲେଖନ୍ତୁ/କଲମ ଚିହ୍ନ ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କୁ ଏକ ପୃଷ୍ଠା ଦେଖାଯିବ ଯେଉଁଥିରେ ଉପରେ "ନୂଆ ଲେଖା ଲେଖନ୍ତୁ" ବିକଳ୍ପ,ଡ୍ରାଫ୍ଟ ବିକଳ୍ପ ତଥା ଆଗରୁ ପ୍ରକାଶିତ କରିଥିବା ସମସ୍ତ ଲେଖା ଦେଖାଯିବ। ନୂଆ ଧାରାବାହିକ/ସମ୍ପୂର୍ଣ୍ଣ ଲେଖା ପ୍ରକାଶ କରିବା ପାଇଁ "ନୂଆ ଲେଖା ଲେଖନ୍ତୁ"ଉପରେ କ୍ଲିକ୍ କରନ୍ତୁ, ଏବେ ଲେଖାର ଶୀର୍ଷକ ଦିଅନ୍ତୁ ଓ ଲେଖାଟିକୁ ଲେଖନ୍ତୁ। ଡାହାଣ ପାଖରେ ଥିବା ପ୍ରକାଶିତ କରନ୍ତୁ ଉପରେ କ୍ଲିକ୍ କରି ଆଗକୁ ବଢନ୍ତୁ। ଏବେ ଫୋଟୋ,ପ୍ରକାର,ବିଭାଗ ପୂରଣ କରନ୍ତୁ ଓ ତଳେ ବାକ୍ସ ଉପରେ କ୍ଲିକ୍ କରି ପ୍ରକାଶିତ କରନ୍ତୁ ଉପରେ କ୍ଲିକ୍ କରନ୍ତୁ ଓ ଲେଖା ପ୍ରକାଶିତ କରନ୍ତୁ।
୩.ପ୍ରକାଶନ କରିବା ମାତ୍ରକେ ଆପଣଙ୍କୁ ଲେଖାଟି ସ୍କ୍ରିନ୍ ଉପରେ ଦେଖାଯିବା ସହିତ ଇମେଲ୍ ଓ ନୋଟିଫିକେସନ୍ ଆସିବ। ଏବେ ଆପଣ ପ୍ରକାଶ କରୁଥିବା ଲେଖା ଏକ ପୂର୍ଣ୍ଣ ଲେଖା କିମ୍ବା ଧାରାବାହିକ ଲେଖାର ପ୍ରଥମ ଭାଗ ହୋଇ ପରେ।
୪.ପୂର୍ଣ୍ଣ ଲେଖା ହୋଇଥିଲେ ଏଥିରେ ପରବର୍ତ୍ତୀ ଭାଗ ଯୋଗ କରିବା ଆବଶ୍ୟକ ନାହିଁ। ଧାରାବାହିକ ଲେଖା ହୋଇଥିଲେ ଦ୍ଵିତୀୟ ଭାଗ ଯୋଗ କରିବା ପାଇଁ ଏବେ ପୁନର୍ବାର ଲେଖନ୍ତୁ/କଲମ ଚିହ୍ନ ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ପ୍ରକାଶିତ ସମସ୍ତ ଲେଖା ସାଜେଇ ହୋଇ ଆପଣଙ୍କୁ ଦେଖାଯିବ। ଯେଉଁ ଲେଖାରେ ଆପଣ ଦ୍ଵିତୀୟ ଭାଗ ଯୋଗ କରିବାକୁ ଚାହାନ୍ତି ସେହି ଲେଖା ଉପରେ କ୍ଲିକ୍ କରନ୍ତୁ। ଏବେ ଲେଖାଟି ସ୍କ୍ରିନ୍ ଉପରେ ଦେଖାଯିବ। ଏହାର ତଳେ ଏକ ପ୍ଳସ୍ ବଟନ୍ "ନୂଆ ଭାଗ ଯୋଗ କରନ୍ତୁ" ଦେଖାଯିବ। ଏହି ବଟନ୍ ଉପରେ କ୍ଲିକ୍ କରି ଆପଣ ଶୀର୍ଷକ ଓ ଲେଖା ଲେଖି ଆଗକୁ ବଢ଼ି ଏହାକୁ ପ୍ରକାଶ କରି ପାରିବେ।
କିମ୍ବା ନିଜ ପ୍ରୋଫାଇଲ୍ କୁ ଯାଆନ୍ତୁ ଓ ଲେଖା ଉପରେ ଥିବା ଏଡ଼ିଟ୍ ବିକଳ୍ପ ଉପରେ କ୍ଲିକ୍ କରି ପରବର୍ତ୍ତୀ ଭାଗ ସବୁ ଯୋଗ କରନ୍ତୁ।
୫. ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ ବିଭାଗ ବ୍ୟବହାର କରନ୍ତୁ। ଏହା ଆପେ ଆପେ ପ୍ରତିଯୋଗିତା ରେ ସାମିଲ୍ ହୋଇଯିବ। ଯଦି ମନ ପସନ୍ଦର ବିଭାଗ ପ୍ରତିଲିପି ତରଫରୁ ଦିଆଯାଇନାହିଁ ତେବେ ଏହାର ଅର୍ଥ ଏହି ବିଭାଗରେ ଆବଶ୍ୟକତା ଅନୁସାରେ ଲେଖା ସ୍ଥାନ ପାଇନାହିଁ କିମ୍ବା ଏହା ବହୁଳ ଭାବରେ ବ୍ୟବହୃତ ହୋଇନାହିଁ କିମ୍ବା ଏହା ଅତ୍ୟଧିକ ଲୋକପ୍ରିୟ ନୁହେଁ। ସମୟ, ଲୋକପ୍ରିୟତା ଓ ଲେଖା ସଂଖ୍ୟା କୁ ଦୃଷ୍ଟିରେ ରଖି ନୂଆ ନୂଆ ବିଭାଗ ଧୀରେ ଧୀରେ ସମୟ ଅନୁସାରେ ଯୋଗ କରି ଦିଆଯିବ।
୬. ପ୍ରତିଯୋଗିତା ଶେଷ ତାରିଖ ପୂର୍ବରୁ ଧାରାବାହିକ କୁ ଶେଷ କରି ଏହାକୁ ଶେଷ ହୋଇଯାଇଛି ବୋଲି ମାର୍କ କରନ୍ତୁ। ଶେଷ ହୋଇଛି ମାର୍କ ହୋଇ ନ ଥିବା ଲେଖା ପ୍ରତିଯୋଗିତା ରେ ଦାଖିଲ/ସାମିଲ୍ ହେବ ନାହିଁ। (ଏଡିଟ୍ କରନ୍ତୁ>>ଅନ୍ୟ ସୂଚନା ଏଡିଟ୍ କରନ୍ତୁ>>ଧାରାବାହିକ ଷ୍ଟେଟସ୍ କୁ ଯାଇ ସରିଯାଇଛି ବୋଲି ମାର୍କ କରି ଦିଅନ୍ତୁ। )
୭. ସାଧାରଣ ଭାବରେ ମଧ୍ୟ ଲେଖିଥିବା ଧାରାବାହିକଗୁଡ଼ିକୁ ସର୍ବଦା ଶେଷ କରିବାକୁ ଚେଷ୍ଟା କରନ୍ତୁ ଓ ଏହା ଶେଷ ହେଲା ପରେ ଏହାକୁ ଶେଷ ହୋଇଯାଇଛି ବୋଲି ମାର୍କ କରନ୍ତୁ।(ଏଡିଟ୍ କରନ୍ତୁ>>ଅନ୍ୟ ସୂଚନା ଏଡିଟ୍ କରନ୍ତୁ>>ଧାରାବାହିକ ଷ୍ଟେଟସ୍ କୁ ଯାଇ ସରିଯାଇଛି ବୋଲି ମାର୍କ କରି ଦିଅନ୍ତୁ। )
ୱେବସାଇଟ ରେ ଧାରାବାହିକ ପ୍ରକାଶନ ଭିଡ଼ିଓ 



କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)