
ପ୍ରତିଲିପିପ୍ରିୟ ଲେଖକ,
ଆଜି "ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025" ର ଫଳାଫଳ ପ୍ରକାଶ ପାଇଅଛି। ଏଥିରେ ସମ୍ପୂର୍ଣ୍ଣ ହୋଇଥିବା କାହାଣୀ ର ଭାବ,ଶବ୍ଦ ସଂଯୋଜନା,ବ୍ୟାକରଣ କୁ କେବଳ ବିଚାରକୁ ନେଇ ବିଚାରକ ମାନେ ଫଳାଫଳ ଘୋଷଣା କରିଛନ୍ତି । କମେଣ୍ଟ୍,ରିଭ୍ୟୁ,ପାଠକ ସଂଖ୍ୟା ଏଥିରେ କୌଣସି ମହତ୍ତ୍ଵ ରଖି ନାହିଁ। ପ୍ରତିଯୋଗିତା ର ଅବଧି ମଧ୍ୟରେ ପ୍ରତିଲିପି ଆପଣଙ୍କ କାହାଣୀ କୁ ଲକ୍ଷ ଲକ୍ଷ ପାଠକ ମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛି। ଆପଣ ନିଜର କାହାଣୀ ପ୍ରକାଶିତ କରି ପ୍ରତିଲିପି ତଥା ପାଠକ ମାନଙ୍କୁ ଉତ୍ସାହିତ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଶାକରୁ ଆପଣ ନିଜ ପ୍ରୋଫାଇଲ୍ ରେ ତଥା ପ୍ରତି ମାସରେ ହେଉଥିବା କାହାଣୀ/କବିତା ପ୍ରତିଯୋଗିତା ରେ ଭାଗ ନେଇ ନିଜର ବହୁମୂଲ୍ୟ ଲେଖା ନିଶ୍ଚିତ ପ୍ରକାଶ କରିବେ।
ସମସ୍ତ ଲେଖକ ମାନଙ୍କୁ ବହୁତ ଶୀଘ୍ର ଇମେଲ ଯୋଗେ ଯୋଗାଯୋଗ କରାଯିବ । ଦୟାକରି ଆପେଷା କରନ୍ତୁ ।
- ୧୫ ଡିସେମ୍ବର ପୂର୍ବରୁ ସମସ୍ତ ନୂଆ ବିଜେତା ମାନଙ୍କର ନାମ ଯୋଗ କରାଯିବ
- ୧୫ ଡିସେମ୍ବର ରୁ ୩୧ ଡିସେମ୍ବର ମଧ୍ୟରେ ଠିକଣା ଫର୍ମ ପ୍ରେରଣା କରାଯିବ
- ୧ ଜାନୁଆରୀ ରୁ ୩୦ ଜାନୁଆରୀ ମଧ୍ୟରେ ମାନପତ୍ର ପୋଷ୍ଟ ଯୋଗେ ପଠାଯିବ
- ୧ ଫେବୃଆରୀ ରୁ ୧୫ ଫେବୃଆରୀ ମଧ୍ୟରେ ଆପଣ ମାନପତ୍ର ପୋଷ୍ଟ ଯୋଗେ ପାଇବା ଆରମ୍ଭ କରିବେ
| ସିରିଜ୍ ନାମ | ଲେଖକଙ୍କ ନାମ |
| ଭଙ୍ଗା ସ୍ୱପ୍ନର ଭାଗଶେଷ | Arpita ...M |
| ମନ ଖାଲି ତତେ ଚାହେଁ | ଅନିତା ଜେନା |
| ଏ କେମିତିକା ସମ୍ପର୍କ | SUNITA SAHOO |
| ଅଳ୍ପ ଦିନର ଗଳ୍ପ ଆମର | AMRITA Dash |
| ତୁମ ପାଇଁ ମୁଁ | Krushnapriya Dhir |
| ସିନ୍ଦୁର | Mani Behera |
| ପ୍ଲେ ବଏ ରାକେଶ୍ | Jyotsnamayee Swain |
| ସିନ୍ଦୂର ନା ସ୍ବାଭିମାନ | Puspita |
| ସିରିଜ୍ ନାମ | ଲେଖକଙ୍କ ନାମ |
| ଭଙ୍ଗା ସ୍ୱପ୍ନର ଭାଗଶେଷ | Arpita ...M |
| ମନ ଖାଲି ତତେ ଚାହେଁ | ଅନିତା ଜେନା |
| ଏ କେମିତିକା ସମ୍ପର୍କ | SUNITA SAHOO |
| ଅଳ୍ପ ଦିନର ଗଳ୍ପ ଆମର | AMRITA Dash |
| ତୁମ ପାଇଁ ମୁଁ | Krushnapriya Dhir |
| ସିନ୍ଦୁର | Mani Behera |
| ପ୍ଲେ ବଏ ରାକେଶ୍ | Jyotsnamayee Swain |
| ସିରିଜ୍ ନାମ | ଲେଖକଙ୍କ ନାମ |
| ନିଶା | Smruti Rekha Kar |
| କର୍ମ ଫଳ | Jhunu Das |
| Vermilion of destiny | Monalisha |
| ହାସିନାଙ୍କ ଭ୍ରମ ୧ | Misti Biswas |
| ତୁ ସାଜିବୁ ମୋ ଘରଣୀ | Biraja Pattanaik |
| ଡାକ୍ତର ବାବୁ | SUNITA Sahoo |
| ଦଗ୍ଧ ଆତ୍ମାର ବିଳାପ | Jyotirmayee Das |
| ଦୁହିତା | Lilabati Mohapatra |
| ଘାସଫୁଲର ମହକ | Rajalaxmi Mohanty |
| THE MAFIA KING | sidharth dash |
| ଇନ୍ଦ୍ରଧନୁର ଆରପାଖ | Rajalaxmi Mohanty |
କିଛି ସମସ୍ୟା ଅଛି ?
ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)