pratilipi-logo ପ୍ରତିଲିପି
ଓଡିଆ

ନୂଆ ମହା ଧାରାବାହିକ କାହାଣୀ ମହୋତ୍ସବ ଫଳାଫଳ

17 ଅଗଷ୍ଟ 2025

ପ୍ରିୟ ଲେଖକ,

 

ଆଜି "ନୂଆ ମହା ଧାରାବାହିକ କାହାଣୀ ମହୋତ୍ସବ" ର ଫଳାଫଳ ପ୍ରକାଶ ପାଇଅଛି। ଏଥିରେ ସମ୍ପୂର୍ଣ୍ଣ ହୋଇଥିବା କାହାଣୀ ର ଭାବ,ଶବ୍ଦ ସଂଯୋଜନା,ବ୍ୟାକରଣ କୁ କେବଳ ବିଚାରକୁ ନେଇ ବିଚାରକ ମାନେ ଫଳାଫଳ ଘୋଷଣା କରିଛନ୍ତି । କମେଣ୍ଟ୍,ରିଭ୍ୟୁ,ପାଠକ ସଂଖ୍ୟା ଏଥିରେ କୌଣସି ମହତ୍ତ୍ଵ ରଖି ନାହିଁ। ପ୍ରତିଯୋଗିତା ର ଅବଧି ମଧ୍ୟରେ ପ୍ରତିଲିପି ଆପଣଙ୍କ କାହାଣୀ କୁ ଲକ୍ଷ ଲକ୍ଷ ପାଠକ ମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛି। ଆପଣ ନିଜର କାହାଣୀ ପ୍ରକାଶିତ କରି ପ୍ରତିଲିପି ତଥା ପାଠକ ମାନଙ୍କୁ ଉତ୍ସାହିତ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଶାକରୁ ଆପଣ ନିଜ ପ୍ରୋଫାଇଲ୍ ରେ ତଥା ପ୍ରତି ମାସରେ ହେଉଥିବା କାହାଣୀ/କବିତା ପ୍ରତିଯୋଗିତା ରେ ଭାଗ ନେଇ ନିଜର ବହୁମୂଲ୍ୟ ଲେଖା ନିଶ୍ଚିତ ପ୍ରକାଶ କରିବେ।


 

ସମସ୍ତ ଲେଖକ ମାନଙ୍କୁ ବହୁତ ଶୀଘ୍ର ଇମେଲ ଯୋଗେ(୧୫ ସେପ୍ଟେମ୍ବର ପୂର୍ବରୁ) ଯୋଗାଯୋଗ କରାଯିବ । ଦୟାକରି ଆପେଷା କରନ୍ତୁ ।

 

ନାମ

ନାମ

ପୁରସ୍କାର

ପୁରସ୍କାର ରାଶି

ଅଞ୍ଜଳୀ ଗିରି

ଟିପେ ସିନ୍ଦୂରର ମୋହ

ପ୍ରଥମ ପୁରସ୍କାର

୩୦,୦୦୦/-

ଅପରାଜିତା ମହାନ୍ତି

ଚିରା ପଣତ

ଦ୍ୱିତୀୟ ପୁରସ୍କାର

୨୦,୦୦୦/-

ମାନୀ ବେହେରା

ଏଇ ବୋଧେ ପ୍ରେମ

ତୃତୀୟ ପୁରସ୍କାର

୧୦,୦୦୦/-

 


କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
odia@pratilipi.com ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ  ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)