pratilipi-logo ପ୍ରତିଲିପି
ଓଡିଆ

ପ୍ରତିଲିପି ମ୍ୟାରେଜ ଷ୍ଟୋରି ମହୋତ୍ସବ

15 ജനുവരി 2023

ପ୍ରିୟ ଲେଖକ,

ଆଜି "ପ୍ରତିଲିପି ମ୍ୟାରେଜ ଷ୍ଟୋରି ମହୋତ୍ସବ" ର ଫଳାଫଳ ପ୍ରକାଶ ପାଇଅଛି। ଏଥିରେ ସମ୍ପୂର୍ଣ୍ଣ ହୋଇଥିବା କାହାଣୀ ର ଭାବ,ଶବ୍ଦ ସଂଯୋଜନା,ବ୍ୟାକରଣ କୁ କେବଳ ବିଚାରକୁ ନେଇ ବିଚାରକ ମାନେ ଫଳାଫଳ ଘୋଷଣା କରିଛନ୍ତି । କମେଣ୍ଟ୍,ରିଭ୍ୟୁ,ପାଠକ ସଂଖ୍ୟା ଏଥିରେ କୌଣସି ମହତ୍ତ୍ଵ ରଖି ନାହିଁ। ପ୍ରତିଯୋଗିତା ର ଅବଧି ମଧ୍ୟରେ ପ୍ରତିଲିପି ଆପଣଙ୍କ କାହାଣୀ କୁ ଲକ୍ଷ ଲକ୍ଷ ପାଠକ ମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛି। ଆପଣ ନିଜର କାହାଣୀ ପ୍ରକାଶିତ କରି ପ୍ରତିଲିପି ତଥା ପାଠକ ମାନଙ୍କୁ ଉତ୍ସାହିତ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଶାକରୁ ଆପଣ ନିଜ ପ୍ରୋଫାଇଲ୍ ରେ ତଥା ପ୍ରତି ମାସରେ ହେଉଥିବା କାହାଣୀ/କବିତା ପ୍ରତିଯୋଗିତା ରେ ଭାଗ ନେଇ ନିଜର ବହୁମୂଲ୍ୟ ଲେଖା ନିଶ୍ଚିତ ପ୍ରକାଶ କରିବେ।

ସମସ୍ତ ଲେଖକ ମାନଙ୍କୁ ବହୁତ ଶୀଘ୍ର ଇମେଲ ଯୋଗେ ଯୋଗାଯୋଗ କରାଯିବ । ଦୟାକରି ଆପେଷା କରନ୍ତୁ ।



 

ଲେଖକ ଧାରାବାହିକ ପୁରସ୍କାର :-
Aparajita Mohanty ମଝିଆଣୀ ବୋହୂ
ପ୍ରଥମ ପୁରସ୍କାର - ୫,୦୦୦/-
Arundhati Naik ନୀରବ ପ୍ରେମ
ଦ୍ୱିତୀୟ ପୁରସ୍କାର - ୩,୦୦୦/-
Avi Kiran ଜୀବନସାଥୀ
ତୃତୀୟ ପୁରସ୍କାର - ୨,୦୦୦/-
Mani Behera ଚାକିରିଆ ବର
ଚତୁର୍ଥ ପୁରସ୍କାର - ୧୦୦୦/-
Kalpana Das ତନୁଜା ର ବାହାଘର...
ପଞ୍ଚମ ପୁରସ୍କାର - ୧୦୦୦/-

 ଆପଣଙ୍କୁ ବହୁତ ଶୀଘ୍ର ଆପଣଙ୍କ ଇମେଲ ରେ  ଫର୍ମ ଠିକଣା/ଆକାଉଣ୍ଟ ନିମନ୍ତେ ପଠାଇ ଦିଆଯିବ , ଦୟାକରି ଅପେକ୍ଷା କରନ୍ତୁ ।



କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)