ପ୍ରିୟ ଲେଖକ,
ଆଜି ପ୍ରତିଲିପି ଭାଇରାଲ୍ ପୂର୍ଣ୍ଣ କାହାଣୀ ମହୋତ୍ସବ ଅଗଷ୍ଟ,ହାପି ଫାଦର୍ସ୍ ଡେ ଓ ପ୍ରତିଲିପି ଚିଠିପତ୍ର ମହୋତ୍ସବର ଫଳାଫଳ ପ୍ରକାଶ ପାଇଅଛି। ଏଥିରେ ସମ୍ପୂର୍ଣ୍ଣ ହୋଇଥିବା କାହାଣୀ ର ଭାବ,ଶବ୍ଦ ସଂଯୋଜନା,ବ୍ୟାକରଣ କୁ କେବଳ ବିଚାରକୁ ନେଇ ବିଚାରକ ମାନେ ଫଳାଫଳ ଘୋଷଣା କରିଛନ୍ତି । କମେଣ୍ଟ୍,ରିଭ୍ୟୁ,ପାଠକ ସଂଖ୍ୟା ଏଥିରେ କୌଣସି ମହତ୍ତ୍ଵ ରଖି ନାହିଁ। ପ୍ରତିଯୋଗିତା ର ଅବଧି ମଧ୍ୟରେ ପ୍ରତିଲିପି ଆପଣଙ୍କ କାହାଣୀ କୁ ଲକ୍ଷ ଲକ୍ଷ ପାଠକ ମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛି। ଆପଣ ନିଜର କାହାଣୀ ପ୍ରକାଶିତ କରି ପ୍ରତିଲିପି ତଥା ପାଠକ ମାନଙ୍କୁ ଉତ୍ସାହିତ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଶାକରୁ ଆପଣ ନିଜ ପ୍ରୋଫାଇଲ୍ ରେ ତଥା ପ୍ରତି ମାସରେ ହେଉଥିବା କାହାଣୀ/କବିତା ପ୍ରତିଯୋଗିତା ରେ ଭାଗ ନେଇ ନିଜର ବହୁମୂଲ୍ୟ ଲେଖା ନିଶ୍ଚିତ ପ୍ରକାଶ କରିବେ।
first_name | last_name | title | total_parts |
Satyabati | Swain | ହୃଦୟର ଚିଠି |
105(ପୁସ୍ତକ ପ୍ରକାଶନ ନିମନ୍ତେ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ)
|
Purnima | Dash | ପତ୍ର ରୁ ପ୍ରେରଣା |
101(ପୁସ୍ତକ ପ୍ରକାଶନ ନିମନ୍ତେ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ)
|
ସିଦ୍ଧାର୍ଥ | ତ୍ରିପାଠୀ | ଚିଠି ମୋର ଟିକି ଚଢ଼େଇ |
83(ସ୍ୱତନ୍ତ୍ର ମାନପତ୍ର ପ୍ରଦାନ)
|
Ayiswarya | maharana | ଚିଠିଟିଏ |
86(ସ୍ୱତନ୍ତ୍ର ମାନପତ୍ର ପ୍ରଦାନ)
|
Itusmita | Behera | ଅନ୍ତର ରୁ ଚିଠି ଟିଏ -1 |
60(ସ୍ୱତନ୍ତ୍ର ମାନପତ୍ର ପ୍ରଦାନ)
|
suchitra | pradhan | ହୃଦୟର ଚିଠି |
56(ସ୍ୱତନ୍ତ୍ର ମାନପତ୍ର ପ୍ରଦାନ)
|
Chinmayee | Rout | ମୁଁ ଚିଠି ଲେଖୁଛି |
55(ସ୍ୱତନ୍ତ୍ର ମାନପତ୍ର ପ୍ରଦାନ)
|
Sunita | Dakua | ଜେଜେ ବାପା ତୁମ ପାଇଁ |
51(ସ୍ୱତନ୍ତ୍ର ମାନପତ୍ର ପ୍ରଦାନ)
|
Jayashree | Maharana | ଚିଠିଟିଏ ତୁମ ପାଇଁ |
51(ସ୍ୱତନ୍ତ୍ର ମାନପତ୍ର ପ୍ରଦାନ)
|
Radharani | Mishra | ଅନ୍ତରର କଥା |
51(ସ୍ୱତନ୍ତ୍ର ମାନପତ୍ର ପ୍ରଦାନ)
|
Suvram | Prusty | ପ୍ରେରଣାଦାୟୀ ପତ୍ର |
50(ସ୍ୱତନ୍ତ୍ର ମାନପତ୍ର ପ୍ରଦାନ)
|
Jhunu | Das | ଚିଠି ଆପଣାର |
51(ସ୍ୱତନ୍ତ୍ର ମାନପତ୍ର ପ୍ରଦାନ)
|
ଲେଖକ | ଲେଖା | ଲିଙ୍କ |
Bibhuti | ଅମୃତର ସିନ୍ଧୁ | |
Sunanda Sutar | ଆକାଶ ର ଛାଇ | |
Pramod Kumar Satapathy | ହାପି ଫାଦର୍ସ ଡେ |
ଲେଖକ | ଲେଖା |
JYOTIRANJAN SAHU | ଅନୁଭୂତିରେ ଶ୍ରୀକ୍ଷେତ୍ର |
Lokanath Badatya | ମଣିଷ ହାଟ। |
ସିଦ୍ଧାର୍ଥ ତ୍ରିପାଠୀ | ବୟସର ତରାଜୁରେ ପ୍ରେମ |
Shilarani Nayak | ଉଡାଣ |
Lopamudra Parida | ମେଘ ଓ କଫିକପ୍ |
SUJATA Shyna Suhana | ନୀଡ଼ |
JYOTIRANJAN SAHU | ॥ ହାଉଁ ... ॥ |
Satyabati Swain | ଟିପେ ଛାଇ ଟିକେ ଆଲୁଅ |
Lilabati Mohapatra | ଭିନ୍ନ ଏକ ଉଷାବତୀ |
ଜୀବନ ପ୍ରଦୀପ ପ୍ରଧାନ | ମାଆ ଆସୁଛି |
G Santoshi | ମୁଖା |
ଗୀତା ପାଣିଗ୍ରାହୀ | ଧରିତ୍ରୀ |
Ajaya Mahala | ପ୍ରଥମ ଋତୁ |
Sunita Pradhan | ସେତୁ |
ପଦ୍ମାଳୟା ପାଢ଼ୀ | ଅବର୍ତ୍ତମାନ |
କିଛି ସମସ୍ୟା ଅଛି ?
ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)