pratilipi-logo ପ୍ରତିଲିପି
ଓଡିଆ

ପ୍ରତିଲିପି ଭାଇରାଲ୍ ଧାରାବାହିକ କାହାଣୀ ମହୋତ୍ସବ ଜୁଲାଇ ୧ ରୁ ଡିସେମ୍ବର ୩୧,୨୦୨୨

15 ଜାନୁୟାରୀ 2023

ପ୍ରିୟ ଲେଖକ,

ଆଜିପ୍ରତିଲିପି ଭାଇରାଲ୍ ଧାରାବାହିକ କାହାଣୀ ମହୋତ୍ସବ ଜୁଲାଇ ୧ ରୁ ଡିସେମ୍ବର ୩୧,୨୦୨୨ ର ଫଳାଫଳ ପ୍ରକାଶ ପାଇଅଛି। ଏଥିରେ ସମ୍ପୂର୍ଣ୍ଣ ହୋଇଥିବା କାହାଣୀ ର ଭାବ,ଶବ୍ଦ ସଂଯୋଜନା,ବ୍ୟାକରଣ କୁ କେବଳ ବିଚାରକୁ ନେଇ ବିଚାରକ ମାନେ ଫଳାଫଳ ଘୋଷଣା କରିଛନ୍ତି । କମେଣ୍ଟ୍,ରିଭ୍ୟୁ,ପାଠକ ସଂଖ୍ୟା ଏଥିରେ କୌଣସି ମହତ୍ତ୍ଵ ରଖି ନାହିଁ। ପ୍ରତିଯୋଗିତା ର ଅବଧି ମଧ୍ୟରେ ପ୍ରତିଲିପି ଆପଣଙ୍କ କାହାଣୀ କୁ ଲକ୍ଷ ଲକ୍ଷ ପାଠକ ମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛି। ଆପଣ ନିଜର କାହାଣୀ ପ୍ରକାଶିତ କରି ପ୍ରତିଲିପି ତଥା ପାଠକ ମାନଙ୍କୁ ଉତ୍ସାହିତ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଶାକରୁ ଆପଣ ନିଜ ପ୍ରୋଫାଇଲ୍ ରେ ତଥା ପ୍ରତି ମାସରେ ହେଉଥିବା କାହାଣୀ/କବିତା ପ୍ରତିଯୋଗିତା ରେ ଭାଗ ନେଇ ନିଜର ବହୁମୂଲ୍ୟ ଲେଖା ନିଶ୍ଚିତ ପ୍ରକାଶ କରିବେ।

ସମସ୍ତ ଲେଖକ ମାନଙ୍କୁ ବହୁତ ଶୀଘ୍ର ଇମେଲ ଯୋଗେ ଯୋଗାଯୋଗ କରାଯିବ । ଦୟାକରି ଆପେଷା କରନ୍ତୁ ।



 

ବିଚାରକଙ୍କ ସ୍ୱତନ୍ତ୍ର ପସନ୍ଦ  କାହାଣୀ  ପୁରସ୍କାର
Chinmayee Rout "ଏ କେମିତିକା ପ୍ରେମ ?" ପୁରସ୍କାର ୧୦୦୦/-
Shilarani Nayak ଏମିତି ବନ୍ଧନ ପୁରସ୍କାର ୧୦୦୦/-
Rashmita Bhatta କେବେ ସାଙ୍ଗ କେବେ ସଉତୁଣୀ ପୁରସ୍କାର ୧୦୦୦/-
Rajalaxmi Mohanty ପ୍ରିୟାର ନାମ ଚନ୍ଦ୍ରା ପୁରସ୍କାର ୧୦୦୦/-
Anjali Giri ସ୍ବପ୍ନ ସାଗର ତୀରେ ପୁରସ୍କାର ୧୦୦୦/-
Mani Behera ରାଜ..... ନନ୍ଦିନୀ ପୁରସ୍କାର ୧୦୦୦/-
Saudamini Sahoo ଖଟା ମିଠା ଜୀବନ ପୁରସ୍କାର ୧୦୦୦/-
G Santoshi ନିଜାମଗଡ଼ ର ରହସ୍ୟ ପୁରସ୍କାର ୧୦୦୦/-
Kalpana Satapathy ଝରା ତୁଳସୀ ପୁରସ୍କାର ୧୦୦୦/-
Dr. Swatee Rekha Mohanty ଅପରାଧ ପରେ ପୁରସ୍କାର ୧୦୦୦/-
Trushna Das ସ୍ବପ୍ନର ଦରିଆରେ... ପୁରସ୍କାର ୧୦୦୦/-


ବିଜେତା ମାନଙ୍କର ନାମ -

ଲେଖକ କାହାଣୀ ପୁରସ୍କାର
Swapnashree Jena ସିନ୍ଦୂର ନା ସଉଦା ପ୍ରଥମ ପୁରସ୍କାର - ୧୦,୦୦୦/-
Jayashree ଶ୍ରାବଣର ସ୍ମୃତି ଛିଟା ଦ୍ୱିତୀୟ ପୁରସ୍କାର - ୭,୦୦୦/-
Suchismita Das ମୋନିକା ... ଓ ମାଇଁ ଡାର୍ଲିଙ୍ଗ ତୃତୀୟ ପୁରସ୍କାର - ୪,୦୦୦/-


କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)