pratilipi-logo ପ୍ରତିଲିପି
ଓଡିଆ

"୭ ଟି ଅସ୍ତ୍ରର ସନ୍ଧାନ" ପ୍ରତିଲିପି କାହାଣୀ ମହୋତ୍ସବ

01 ମେ 2023
ପ୍ରିୟ ଲେଖକ,

ଆଜି "୭ ଟି ଅସ୍ତ୍ରର ସନ୍ଧାନ" ପ୍ରତିଲିପି କାହାଣୀ ମହୋତ୍ସବ ର ଫଳାଫଳ ପ୍ରକାଶ ପାଇଅଛି। ଏଥିରେ ସମ୍ପୂର୍ଣ୍ଣ ହୋଇଥିବା କାହାଣୀ ର ଭାବ,ଶବ୍ଦ ସଂଯୋଜନା,ବ୍ୟାକରଣ କୁ କେବଳ ବିଚାରକୁ ନେଇ ବିଚାରକ ମାନେ ଫଳାଫଳ ଘୋଷଣା କରିଛନ୍ତି । କମେଣ୍ଟ୍,ରିଭ୍ୟୁ,ପାଠକ ସଂଖ୍ୟା ଏଥିରେ କୌଣସି ମହତ୍ତ୍ଵ ରଖି ନାହିଁ। ପ୍ରତିଯୋଗିତା ର ଅବଧି ମଧ୍ୟରେ ପ୍ରତିଲିପି ଆପଣଙ୍କ କାହାଣୀ କୁ ଲକ୍ଷ ଲକ୍ଷ ପାଠକ ମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛି। ଆପଣ ନିଜର କାହାଣୀ ପ୍ରକାଶିତ କରି ପ୍ରତିଲିପି ତଥା ପାଠକ ମାନଙ୍କୁ ଉତ୍ସାହିତ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଶାକରୁ ଆପଣ ନିଜ ପ୍ରୋଫାଇଲ୍ ରେ ତଥା ପ୍ରତି ମାସରେ ହେଉଥିବା କାହାଣୀ/କବିତା ପ୍ରତିଯୋଗିତା ରେ ଭାଗ ନେଇ ନିଜର ବହୁମୂଲ୍ୟ ଲେଖା ନିଶ୍ଚିତ ପ୍ରକାଶ କରିବେ।

ସମସ୍ତ ଲେଖକ ମାନଙ୍କୁ ବହୁତ ଶୀଘ୍ର ଇମେଲ ଯୋଗେ ଯୋଗାଯୋଗ କରାଯିବ । ଦୟାକରି ଆପେଷା କରନ୍ତୁ ।



Author Name title    
ପ୍ରତ୍ୟାଶା ରାଉତ ସପ୍ତାସ୍ତ୍ର 1st ୧) ପ୍ରଥମ ପୁରସ୍କାର - ୧୦,୦୦୦/-
Dev Malhotra ରନ୍ୱିତ୍ 2nd ୨) ଦ୍ୱିତୀୟ ପୁରସ୍କାର - ୭,୦୦୦/-
Manine Satapathy ଅଭିଶପ୍ତ 3rd ୩) ତୃତୀୟ ପୁରସ୍କାର - ୫,୦୦୦/-
Mission Pradhan ମାୟାଜାଲ 4th ୪) ଚତୁର୍ଥ ପୁରସ୍କାର - ୧୫୦୦/-
Jyotirmayee Panda ପଙ୍କରୁ ପଦ୍ମ (ଭାଗ -୧) 5th ୫) ପଞ୍ଚମ ପୁରସ୍କାର - ୧୦୦୦/-
Mamuli Sahoo ଦେବୀ 5th ୫) ପଞ୍ଚମ ପୁରସ୍କାର - ୧୦୦୦/-


କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ