pratilipi-logo ପ୍ରତିଲିପି
ଓଡିଆ

ଋତୁରାଜ

4

ଶୀତ ଗଲା ଯେବେ ଫେରି ଫେରି ବସନ୍ତ ଆସିଲା ଥିରି ଥିରି ଚାଦରର କାମ ଗଲା ସରି ପଙ୍ଖାଟି ବୁଲୁଛି ଘିରି ଘିରି । ମଳୟ ବହୁଛି ସିରିସିରି ପିଲାଏ ହସନ୍ତି କିରିକିରି ଶୀତର ରାଜୁତି ଗଲା ସରି ବଉଳ ପଡଇ ଝିରି ଝିରି । ଯାନିଯାତ ଆସେ ଫେରି ଫେରି ...