pratilipi-logo ପ୍ରତିଲିପି
ଓଡିଆ

ତୁମେ ଗଲା ପରେ

15

ତୁମେ ଗଲା ପରେ ସତେ କି ଅଟକି ଯାଇଛି ସମୟ, ମୁଁ ଆଉ ମୁଁ ହେଇ ନାହିଁ ବଦଳି ଯାଇଛି ମୋ ପରିଚୟ, ସକାଳର ପହିଲି କିରଣରେ ତୁମେ ଆସ କରି ମୋର ମଥା କୁ ଚୁମ୍ବନ ପୁଣି ସେ ଖିଲି ଖିଲି ହସ, ଏବେ ସେ ସବୁ ଲାଗେ ସ୍ୱପ୍ନ ଭଳି, ତୁମେ ଗଲା ପରେ ମୋ ...