pratilipi-logo ପ୍ରତିଲିପି
ଓଡିଆ

ଟୋପାଏ ସିନ୍ଦୂର ଶଙ୍ଖା ଦି ପଟି

6

ମହାସ୍ମୀତା ଟୋପାଏ ସିନ୍ଦୂର ଶଙ୍ଖା ଦି ପଟି ନଦେଲେ ତ ମତେ ନାହିଁ ଚାହିଁ ମୁଁ ବସିଛି ତୁମ ହାତେ ମୋର ଜୁଇ ତ ଜାଳିବା ପାଇଁ ତୁମ ଅଗଣାକୁ ଯାଇ ପାରିଲିନି ସବାରୀରେ ବଧୂ ହୋଇ ଛଅ ଖଣ୍ଡ କାଠ ମୋ ପାଇଁ ଅଧିକ ମଶାଣୀରେ ମୋ ପାଇଁ ମାଗୁନାହିଁ ମୁଁ ଆଉ ...