pratilipi-logo ପ୍ରତିଲିପି
ଓଡିଆ

ତେଜିଲେ ଭରସା

1

ତେଜିଲେ ଭରସା କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ତପନଜା କୂଳେ କାହ୍ନୁ ଗୋଧୂଳି ଲଗନେ ତଣ୍ଡକ-ନେତ୍ରୀ ମିଳନ ଆଶା ପୋଷିମନେ ।। ତକାଇ ଥିଲେ ବାପୀହ ଯଥା ନବଘନେ ତାମରସ ଯଥା ବାଳ-ଅରୁଣ କିରଣେ ।। ତ୍ରସ୍ତ ହୋଇ ପଞ୍ଚବାଣେ ଧୈର୍ଯ୍ୟଚ୍ୟୁତ ...