pratilipi-logo ପ୍ରତିଲିପି
ଓଡିଆ

ତାେ ଶ୍ରୀମନ୍ଦିର

47
4.5

ଏଇ ଦୁନିଆରେ ଅନ୍ୟାୟ ଆଉ ଅତ୍ୟାଚାର୍ ବଢିବାରେ ଲାଗିଚି...ଆରେ କାହା ପାଇଂ ଏଈ ଲୋକ ମାନେ ତୋର ମନ୍ଦିର କୁ ଯିବେ ଆଉ କଣ ପାଇଂ..... ଚକା ଆଖିରେ ସବୁ ଦେଖି ପୁଣି.....କାହିଁ  ସୋଈଯାଉ... ଜାଣୁ ତୋ ମନ୍ଦିର ରେ ସିନା ଘଣ୍ଟ ବାଜେ ...