pratilipi-logo ପ୍ରତିଲିପି
ଓଡିଆ

ସୁମନ

0

ସକାଳ ଆସିଲେ ତାରା ଲୁଚିଯାନ୍ତି ସୁନା ଫୁଲ ସରଗର, ବାଡ଼ି ବଗିଚାରେ ହସି ଝଲସନ୍ତି ବିବିଧ ପୁଷ୍ପ ସମ୍ଭାର (1) ଫୁଲଟିଏ ସେତ ପ୍ରକୃତିର କନ୍ୟା ତନୁ ତାର ସୁକୋମଳ, ସୁନ୍ଦର ସୁବାସ ମଧୁର ରୂପରେ ମୋହିତ ଜନ ସକଳ(2) ଫୁଲର ମହକ ଫୁଲର ମହତ୍ତ୍ୱ ...