ମୁଁ Pravas Khatua (REBEL) ଜଣେ ସଚ୍ଚା Police ଭାବରେ ODISHA POLICE ବିଭାଗରେ କର୍ତ୍ତବ୍ୟରତ.. ଆମ ସମାଜ ଯେତିକି ଆଗକୁ ଆଗକୁ ଯାଉଛି ସେତିକି ମଧ୍ୟ କଳୁଷିତ ଆଡକୁ ଗତି କରୁଛି. ଅନ୍ୟାୟ ବିରୋଧରେ ସ୍ୱର ଉତ୍ତଳନ କରିବା ମୋର ମୁଖ୍ୟ କାମ ଏବଂ ବିପଥ ଗାମୀ ମାନଙ୍କୁ ମୋର ଲେଖା ମାଧ୍ୟମରେ ସୁପଥ ଏବଂ ମାନବ ସମାଜ କୁ ସଚେତନ କରିବା ମୋର ଧର୍ମ