pratilipi-logo ପ୍ରତିଲିପି
ଓଡିଆ

ସ୍ନେହ ପାଇଁ ଅନ୍ତାହିନ ଅପେକ୍ଷା 😔😔

8
4

ଅପେକ୍ଷା କରିଛି ସୀମା ଟିକେ ସ୍ନେହ ପାଇଁ। ଅପେକ୍ଷା କରିଛି (ବାପା ମା ପରି )ଟିକେ ଭଲ ପାଇବା ପାଇଁ। ଅପେକ୍ଷା କରିଛି ଟିକେ ପ୍ରଶଂସା ପାଇବା ପାଇଁ ।ଅପେକ୍ଷା କରିଛି ଭୁଲ କଲେ ଟିକେ ଗାଳି ଶୁଣିବା ପାଇଁ। ସବୁ କାମ କାମ ପାଇଁ ସେ ଅପେକ୍ଷା ...