pratilipi-logo ପ୍ରତିଲିପି
ଓଡିଆ

ଷୋଳଟି ଶୃଙ୍ଗାର ଗଲଣି ଭୁଲି

2

ଡମ୍ବରୁଧର ବାଗ ଭୁଲିତ ଗଲଣି ଷୋଳଟି ଶୃଙ୍ଗାର ପିନ୍ଧି ପକଉଛ ନାଇଟି l ଆଧୁନିକ ଯୁଗର ନାରୀଟିଏ ବୋଲି ଭାବୁଛ ନିଜକୁ ବିୟୁଟି l ମଥାରେ ସିନ୍ଦୂର ଗୋଡକୁ ପାଊଁଜି ଭୁଲିତ ଗଲଣି କେବେଠୁ l ଶଙ୍ଖା ଚୁଡି ହାତେ ଶୋଭା ଦିଶୁ ନାହିଁ ଲାଗୁଛି ଆଉଟୁ ...