ସତରେ କେଡେ ମୁଁ ବୋକା! ପୁନେଇଁ ଆକାଶେ ଜହ୍ନକୁ ଦେଖିଲି ଖେଳୁଥିଲା ତାରାମେଳେ, ଧରିବାକୁ ଯେବେ ବଢେଇଲି ହାତ ଲୁଚିଗଲା ମେଘମାଳେ; ସତରେ କେଡେ ମୁଁ ବୋକା! ବାରମ୍ବାର ସେଇ ଭୁଲ କରି ମୁହିଁ ଖାଉଅଛି ଖାଲି ଧୋକା । ବଗିଚା ଶେଷରେ ମଲ୍ଲୀକୁ ...

ପ୍ରତିଲିପିସତରେ କେଡେ ମୁଁ ବୋକା! ପୁନେଇଁ ଆକାଶେ ଜହ୍ନକୁ ଦେଖିଲି ଖେଳୁଥିଲା ତାରାମେଳେ, ଧରିବାକୁ ଯେବେ ବଢେଇଲି ହାତ ଲୁଚିଗଲା ମେଘମାଳେ; ସତରେ କେଡେ ମୁଁ ବୋକା! ବାରମ୍ବାର ସେଇ ଭୁଲ କରି ମୁହିଁ ଖାଉଅଛି ଖାଲି ଧୋକା । ବଗିଚା ଶେଷରେ ମଲ୍ଲୀକୁ ...