ଫଗୁଣ ଆସିଲା କୋଇଲି ଗାଇଲା ବହିଲା ମଳୟ ପବନ , ମୋ ପ୍ରିୟା ଆସିଲା ଲାଜରେ ହସିଲା ଉଡେ ଆଜି ଏଇମନ ସୁରୁଜ ନଇଲା ସଞ୍ଜ ଆସିଲା ଜହ୍ନ ଖେଳେ ଆକାଶରେ ଜୀବନ ଏଇ ମିଠା ଅନୁଭୂତି ମଧୁର ତା ସଦା ବେଳେ .... କାଉ ତା ରାବିଲେ ନିଦ ଭାଙ୍ଗିଗଲା ସୁରୁଜ ...