pratilipi-logo ପ୍ରତିଲିପି
ଓଡିଆ

ସଂସାର ସାର

2

କୁନା କାନ୍ଦେ କୁନି କାନ୍ଦଇ ଟୋପା ଟୋପା ଲୁହ ଝରାଇ ପୂବେଇ ବାଦଲରୁ ବାରି ଆସିଲା ଯେବେ ଝରି ଝରି ଅଦିନ ବରଷା ଝଡରେ ବାଇ ଚଡେଇଟି ନିଡରେ ପାଳିଥିଲା ଯା ଯତନରେ ଖସି ପଡିଲା ଅବେଳରେ ଛପି ବସିଥିଲା ବିରାଡି ଖାଇଥାନ୍ତା ବେକ ମୋଡି ଧରି ଯତନେ ...