ସାହିତ୍ୟ ସ୍ରଷ୍ଟା ମାନଙ୍କୁ ଅନଲାଇନ୍ ମାଧ୍ୟମରେ ଶ୍ରେଷ୍ଠ ବିବେଚିତ କରିବା ଏକ ବିକୃତ ମାନସିକତା।
ସାହିତ୍ୟ ଏକ କଳା,ନୂତନ ସୃଷ୍ଟି।
ସ୍ଵୟଂ କାଳିଆ ବି କଳାପ୍ରୀୟ ପୁରୁଣା ପୋଖତ କଳାକାର।
ସାହିତ୍ୟ ରେ ରାଜନୀତି ର ସ୍ଥାନ ନାହିଁ।
ଭୋଟ ଆସିବ କୁଆଡୁ ??????
ପାଠକ ସାହିତ୍ୟିକ ବିଚାରକ କଥାଟିକୁ ପୁରା ଭିତରକୁ ନେଇ କିଛି ସମୟ ରଖି ବିଚାର କରିବା ଏକାନ୍ତ କାମ୍ୟ।
ବିଚାରକ ବିଚାର କରନ୍ତୁ।
କେତେକ ମହାପୁରୁଷ ପାଠକ ସାହିତ୍ୟର ସ ଅକ୍ଷର ନ ଜାଣି ପ୍ରିୟା ପ୍ରୀତି ପୋଷଣ ଭାବରେ ଆଖିବୁଜି ଭୋଟ ଦେଇ ସେମାନଙ୍କର ନିଜ ଲୋକଙ୍କୁ ଭୋଟ ଦେଇ ଜିତାଉଛନ୍ତି । ଅପ୍ରିୟ ସତ୍ୟ......