pratilipi-logo ପ୍ରତିଲିପି
ଓଡିଆ

ସକାଳୁ ଜେଜେ ବହୁତ ବ୍ୟସ୍ତ ବିବ୍ରତ |ମୋତେ ଡାକ ପକେଇଲେ ମୁଁ ଆଉ ମୋ ବୋଉ ଦୌଡ଼ି ଗଲୁ ଯାଇ ଦେଖେ ତ ମୋ ଜେଜେ ଙ୍କ ପାଟି ରୁ ରକ୍ତ ବାହାରୁଛି. ଆମ ଜେଜେ ଟିକେ ଡରୁଆ ମାନେ ଧର୍ଯ୍ୟ ଜମା ନାହିଁ. ତେଣୁ ମୁଁ କହିଲି  ଏ ସବୁ ରକ୍ତ ନୁହେ ମ ...