pratilipi-logo ପ୍ରତିଲିପି
ଓଡିଆ

ରତ୍ନାକର ଚମ୍ପୂ (ବ)

0

ରତ୍ନାକର ଚମ୍ପୂ (ଚୌପଦୀ ରତ୍ନାକର) (23) ରାଧାଙ୍କ ପ୍ରତି ସଖୀ ରାଗ - କଲ୍ୟାଣ - ଆଦିତାଳ ବିମ୍ବାଧରି ବସିକୁଞ୍ଜେ ଲୋଡେ ତୋତେ ହରି (ଘୋଷା) ବିଷପରି ମଣେ ଶ୍ରୀଅଙ୍ଗ ସୁବେଶ ବିଷଧର ପରି ଛାଡଇ ନିଶ୍ୱାସ, ବିଧୁ କିରଣରୁ ହୁଡୁଅଛି ତ୍ରାସ ...