pratilipi-logo ପ୍ରତିଲିପି
ଓଡିଆ

"ରାଜକୁମାର ଓ ରାଜକୁମାରୀ"

210
4.9

ଅମରାବତୀ ରାଜକୁମାରୀଙ୍କର ଆଜି ବାହାଘର ।ରାଜନଅର ବିଭିନ୍ନ ଆଲୋକମାଳାରେ ସଜ୍ଜିତ ।ରଙ୍ଗବେରଙ୍ଗର ଫୁଲର ରୋଷଣୀ ସହିତ ଶୁଭ ଶଙ୍ଖ ,ମଙ୍ଗଳବାଦ୍ୟରେ ସାରା ରାଜମହଲ ପ୍ରକମ୍ପିତ ହୋଇଯାଉଛି । ଏଇ ରାଜକୁମାରୀଙ୍କୁ ପାଇବା ପାଇଁ କେତେ ରାଜକୁମାର ...