ଉତ୍କଳ ମଣି ଗୋପବନ୍ଧୁ ଦାସ ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ, ହରାଇଛି ସବୁ କର୍ମ-ଧର୍ମ-ବଳ । ନାହିଁ ମୁଖେ ତେଣୁ ପୂର୍ବ ଧର୍ମକାନ୍ତି, ହୃଦୟେ ସ୍ବର୍ଗୀୟ ଧର୍ମଜାତ ଶାନ୍ତି । ଜୀବନେ ପବିତ୍ର ଉତ୍ସାହ ଶକତି, ଉତ୍କଳର ଆହା କି ଘୋର ଦୁର୍ଗତି ! ...

ପ୍ରତିଲିପିଉତ୍କଳ ମଣି ଗୋପବନ୍ଧୁ ଦାସ ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ, ହରାଇଛି ସବୁ କର୍ମ-ଧର୍ମ-ବଳ । ନାହିଁ ମୁଖେ ତେଣୁ ପୂର୍ବ ଧର୍ମକାନ୍ତି, ହୃଦୟେ ସ୍ବର୍ଗୀୟ ଧର୍ମଜାତ ଶାନ୍ତି । ଜୀବନେ ପବିତ୍ର ଉତ୍ସାହ ଶକତି, ଉତ୍କଳର ଆହା କି ଘୋର ଦୁର୍ଗତି ! ...