pratilipi-logo ପ୍ରତିଲିପି
ଓଡିଆ

ପ୍ରେମର ରଙ୍ଗ

5
16

ପ୍ରେମର ରଙ୍ଗ           X       X       X ଡେଣା ମେଲି ମୁହିଁ ଉଡି ବୁଲୁଥିଲି ମୁକ୍ତ ନୀଳ ଆକାଶରେ, ପରମେଲିଦେଇ ଦିଗଦିଶାନ୍ତରେ ଭ୍ରମୁଥିଲି ନିରନ୍ତରେ । ନଥିଲା ମନରେ ଡର ଭୟ କିଛି ନିର୍ଭୟରେ ଭ୍ରମୁଥିଲି, ଅଜଣା ଅଚିହ୍ନା ଶାରୀଟିଏ ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ
author
Antaryami Sahu

କୃଷ୍ଣ ମୋ ଜୀବନ କୃଷ୍ଣ ମୋ ସ୍ପନ୍ଦନ କୃଷ୍ଣ ମୋ ହୃଦୟହାର, କୃଷ୍ଣ ମୋ ନୟନ କୃଷ୍ଣ ମୋ ଅଞ୍ଜନ କୃଷ୍ଣ ଗଣ୍ଠିଧନ ମୋର । । କୃଷ୍ଣ ମୋରଗତି କୃଷ୍ଣ ମୋର ମୁକ୍ତି କୃଷ୍ଣ ମୋ ତପସ୍ୟା ବଳ, କୃଷ୍ଣ ମୋ ଜନମ କୃଷ୍ଣ ମୋ କରମ କୃଷ୍ଣ ମୋ ମୁକ୍ତିର ଫଳ । । କୃଷ୍ଣ ମୋ ନିଶ୍ୱାସ କୃଷ୍ଣ ମୋ ପ୍ରଶ୍ଵାସ କୃଷ୍ଣ ମୋର ଦିବାରାତି, କୃଷ୍ଣ ମୋର ଘର କୃଷ୍ଣ ମୋ ଦୁଆର କୃଷ୍ଣ ମୋର ମଧୁ ପ୍ରିତୀ ।। କୃଷ୍ଣ ମୋର ସ୍ମୃତି କୃଷ୍ଣ ମୋ ବିସ୍କୃତି କୃଷ୍ଣ ନାମ ଏକା ମୋର, କୃଷ୍ଣ ମୋର ତୀର୍ଥ କୃଷ୍ଣ ମୋର ବ୍ରତ କୃଷ୍ଣ ମୋ ମୁକ୍ତିର ଦ୍ଵାର ।। କୃଷ୍ଣ ମୋର ଆତ୍ମା କୃଷ୍ଣ ପରମାତ୍ମା କୃଷ୍ଣ ଜନ୍ମ ମୃତ୍ୟୁ ସାଥି, କୃଷ୍ଣ ମୋର ଆଶା କୃଷ୍ଣ ମୋ ଭରଷା କୃଷ୍ଣ ମୋର ଶେଷ ସାଥି ।। ରାଧା କୃଷ୍ଣ ମୋର କବିତା ନିର୍ଝର ତାଙ୍କ ପାଇଁ ସିନା କବି, ମୁଁ ଛାର ମାତର କାଇଁ ଜ୍ଞାନ ମୋର ଲେଖେ ତାଙ୍କ ପାଦେ ସେବି । |

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    G Santoshi
    31 ମେ 2020
    ବହୁତ ବଢିଆ କବିତା
  • author
    Uma Rani Padhi
    31 ମେ 2020
    ବଢିଆ କବିତା ଲେଖିଛନ୍ତି
  • author
    Premalata Sahu
    31 ମେ 2020
    ବଢିଆ ଲେଖିଛନ୍ତି
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    G Santoshi
    31 ମେ 2020
    ବହୁତ ବଢିଆ କବିତା
  • author
    Uma Rani Padhi
    31 ମେ 2020
    ବଢିଆ କବିତା ଲେଖିଛନ୍ତି
  • author
    Premalata Sahu
    31 ମେ 2020
    ବଢିଆ ଲେଖିଛନ୍ତି