pratilipi-logo ପ୍ରତିଲିପି
ଓଡିଆ

ପ୍ରଶ୍ନ ର ପ୍ରଶ୍ନ ?

9
4.8

ପ୍ରଶ୍ନ ର ମାୟାଜାଲ ରେ,,, ସୁଖ ଆସେ ଦୁଃଖ ପସରା ନେଇ, ନିଜ ହାତେ ଦିଏ ଲୁହ ବିଛେଇ,,,,,,,,, ବିଳାପ ଆଳ ରେ ଲୁହ ବରଷେ, ସେ ଲୁହ କୁ ଦେଖି ଜୀବନ ଋଷେ,,,,,,,, ଜୀବନ ର ଅଙ୍କା ବଙ୍କା ବାଟରେ,ପାଦ ଅଜାଣତରେ ...