pratilipi-logo ପ୍ରତିଲିପି
ଓଡିଆ

ପ୍ରକୃତିର ସମ୍ବିଧାନ

6

ପ୍ରକୃତି ଛଡା ଆମର ନାହିଁ ଗତି ମୁକ୍ତି, ତା'ବଳେ ଆମ ପାଖେ ଅଛି କିଛି ଶକ୍ତି l ପ୍ରକୃତି ଅଟେ ଜ୍ଞାନର ଗନ୍ତାଘର, ଜ୍ଞାନ ବଳେ ସମ୍ମାନ ମନୁଷ୍ୟର l ପ୍ରକୃତି ବିକାଶ କରେ ମନୁଷ୍ୟର  ବୁଦ୍ଧି, ...