pratilipi-logo ପ୍ରତିଲିପି
ଓଡିଆ

ନୀତି ବାଣୀ

5

*ସଦବଚନ* {୧} ମନୁଷ୍ଯ ପାଖରେ ତିନୋଟି ବସ୍ତୁ ଅଛି - ବୁଦ୍ଧି, ମନ ଓ ଶରୀର.  ଏମାନଙ୍କ ଭିତରେ ବୁଦ୍ଧି ଶ୍ରେଷ୍ଠ. ବୁଦ୍ଧି ହିଁ ମାର୍ଗ ନିର୍ଣ୍ଣୟ କରିବାବାଲୀ ତଥା ଶରୀର ରଥ ସଂଚାଳନ କରିବାର ସାରଥୀ. {୨} ପ୍ରଭୁଙ୍କ ଭିତରେ ଆତ୍ମାରେ...