ଏଇ କ'ଣ ଦେଖୁଛ ମ ? କେତେବେଳେଠୁ ମଜ୍ଜି ଯାଇଛ ହାତରେ ସେହି ମୋବାଇଲଟାକୁ ଧରି! କଣ କାହା ଚକରରେ ପଡିଗଲଣି ନା କ'ଣ ! ହଁ ପରା ପ୍ରକୃତି ପ୍ରେମରେ ପଡିଯାଇଛି। କ'ଣ କହିଲ! ଆରେ ସିଏ ଅବା କିଏ ? କଣ ଗୋଟେ ଝିଅ ନାଆଁ ପରି ଲାଗୁଛି ପ୍ରକୃତି ...