ପ୍ରସଙ୍ଗ:-ମାତୃଶକ୍ତି ନିବେଦିତା ମହାପାତ୍ର ଯା' ପାଦ ତଳେ ରହିଛି ମୋର ଚାରିଧାମ କିଏ ବା ପାରିବ ହୋଇ ଜଗତେ ତା' ସମ ବସୁନ୍ଧରା ପରି ସର୍ବଂସହା ସେହି ନାରୀ ଜନମ ଦେଇଛି ଦଶମାସ ଗର୍ଭେ ଧରି ନିଜ ରକତ ନିଗାଡି କରିଛି ପାଳନ ତା' ପାଇଁ ମିଳିଛି ...