ପଥର ଦେହରେ ଫୁଲ ଫୁଟାଇବ କହି ଫଟେଇ ଦେଉଛ ଆମ ଛାତିର ପାହାଡ଼ ଆମ ଆଖିର ଧାର ଧାର ଲୁହ ପୋଛିଦେବ କହି ଶୁଖାଇ ଦେଉଛ ଆମ ରକ୍ତର ଝରଣା ଆମ ପବନରେ ସମୃଦ୍ଧିର ପତାକାଟେ ଫରଫର ଉଡ଼ାଇ ଦେବ କହି ଉଜାଡି ଦେଉଛ ଆମ ସୁନାକ୍ଷେତର ଫସଲ ଭାଙ୍ଗି ଦେଉଛ ...