ମର୍ମାହତ କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ଭାରତ ଭାଗ୍ୟ-ଭାସ୍କର ଆଜି ଅସ୍ତମିତ ବିତରୁ ନାହିଁ ସୁହାସ ଶ୍ରଦ୍ଧାରେ ରଜତ ।। ଢାଙ୍କିଛି ଅମା ଅନ୍ଧାର ତେଣୁ ଚଉଦିଗେ ବିହରନ୍ତି ନିଶାଚର ଉଲ୍ଲାସେ ସରାଗେ ।। ସାଧୁଜନେ ହେଉଛନ୍ତି ଚକଟି ବିକଳେ ...