pratilipi-logo ପ୍ରତିଲିପି
ଓଡିଆ

ମହାକାଳ ର ଗମ୍ଭୀର ଗର୍ଜନ

5
5

ଆଜି ରାତି ପାହି ଯିବ କାଲି ସକାଳ ଆସିଯିବ କଳା ଅନ୍ଧକାର ସବୁ ତପନ ଆସି ନେଇ ଯିବ          ବ୍ୟସ୍ତ ବ୍ୟଗ୍ର ହୁଅ ନାହିଁ ଜଗତ ର ଜନତା          ପ୍ରକୃତି ର ଖେଳ ଏହି ଏକ ପକ୍ଷେ ଅଛି ମହାନତା ଆସି ମହାକାଳ ଯାଉଛି ନେଇ ଜୀବନ ରଖ ବାନ୍ଧି ...