pratilipi-logo ପ୍ରତିଲିପି
ଓଡିଆ

ମଧୁଆର ଲକ ଡାଉନ

362
4.7

ମଧୁଆ ର ଲକ ଡାଉନ ****************** ମଧୁ ଏଇ ଆମ ହରିଆ କାକାଙ୍କ ପୁଅ ବାହାରେ ଚାକିରୀ କରିଛି ! ଜାଗାଟି ନାମ ଶୁଣିଲେ ଆଜିକାଲି ଲୋକ ଟିକେ ଅସଂଯତ ମନେ କରୁଛନ୍ତି ! ଏଇ ଆମ ଗୁଜୁରାଟର ସୁରତ କପଡା ମିଲରେ ! କାରଣ ସେଇ ଗୋଟେ ମହାମାରୀ କରୋନା ...