pratilipi-logo ପ୍ରତିଲିପି
ଓଡିଆ

ମାଆଙ୍କ ପାଇଁ ସ୍ମୃତିରୁ ପଦେ

1

ଶ୍ରୀ ୟୁ. ଚନ୍ଦ୍ରଶେଖର ହାତ ଯୋଡ଼ି କରୁଛି ମାଆ ମୁଁ ଶତ ପ୍ରଣତି ତୁମରି ଆଶିଷ ଭରା ଅସୀମ ଶକତି l ଜଗତକୁ ଆସିଛି ମାଆ ତୋ କରୁଣା ପାଇ କର୍ମ ପଥେ ଚାଲୁଅଛି ଆନନ୍ଦିତ ହୋଇ l ଖୁଆଇବା ପାଇଁ ମୋତେ କୋଳେ ବସାଇଲୁ ଚନ୍ଦ୍ରମା ଦେଖେଇ କେତେ ଗପ ...