ଫଗୁଣରେ ଦିନେ ଆସିଥିଲ ତୁମେ ଶ୍ରାବଣରେ ଗଲ ଚାଲି ସ୍ମୃତି ଉପତ୍ୟାକା ଦେଇ ବାଟ ଚାଲୁ ଚାଲୁ ଦିନେ ମୃତ ସାଗରଟେ ହୋଇଗଲି । ଲୁହରେ ମୁଁ ଭିଜି ଲୁହକୁ ମୁଁ ପିଇ.. ଲୁହରେ କରିଚି ଘର ସେଇ ଲୁହ ଆଜି ତୁମକୁ ଖୋଜୁଛି.. ଦେଖେ ତୁମ ଛବି ବାର ବାର । ...