ରାଗ-ବଙ୍ଗଳାଶ୍ରୀ ବା ବସନ୍ତ ଟଙ୍କାରି କି ଶ୍ରବସରିକି ବାସବକୋଦଣ୍ଡରୁ ଚଣ୍ଡ ଧନୁ ଟାଣେ ବନ୍ଧେ ଶମ୍ବସଦୃଶ କଳମ୍ବ ତୁମକୁ ଏକା ଅତନୁ ହେ(1) ଟେକି ଏ ସୁନ୍ଦର ଶ୍ରୀମୁଖଟି ପରଘରବୁଡା ଫରମାସ, ଟିକାଏ ହେଲେ ଯେ ହୃଦୟ –ସରୋଜେ ନୋହିଲା ତ୍ରାସବିଳାସ ...