pratilipi-logo ପ୍ରତିଲିପି
ଓଡିଆ

କପୋତ ~ କପୋତି

33
5

ନଦୀ ପାଖ ବରଗଛରେ ଅନେକ ଦିନରୁ କପୋତ କପୋତି ଦୁହେଁ ବସା ବାନ୍ଧି ରୁହନ୍ତି । କପୋତି ଅଣ୍ଡା ଦିଏ । ଦୁହେଁ ସେମାନଙ୍କ ଛୁଆଙ୍କୁ ଲାଳନପାଳନ କରି ଉଡ଼ି ଶିଖିବା ପରେ ସେମାନଙ୍କୁ ବିଦାୟ ଦିଅନ୍ତି ନିଜ ନିଜ ଘର, ଖାଦ୍ୟ, ସାଥି, ସଂସାର ...