pratilipi-logo ପ୍ରତିଲିପି
ଓଡିଆ

#କାନ୍ଧିଆ ପାଞ୍ଚ ଛ' ରୁ ଦଶ ବାର ବର୍ଷ ପର୍ଯ୍ୟନ୍ତ ର କିଛି ପିଲାମାନେ ମିଶି ପାଖ ପଡ଼ିଆରେ କିକ୍ରେଟ୍ ଖେଳୁଥାନ୍ତି । ହୋ ହାଲ୍ଲା କରି ପାଟି ତୁଣ୍ଡ କରୁଥାନ୍ତି । ପଡିଆ କୁ ଲାଗି ଦାଶ ଘର ଆମ୍ବ ତୋଟା ଓ ବାଡି । ଶୀତ ଦିନିଆ ଖରା, ବଢିଆ ଥଣ୍ଡା ...